ପ୍ରଡ୍ୟୁସର ଗୃପ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଦୀପାବଳି ଷ୍ଟଲ୍ ଉଦଘାଟିତ

ସମ୍ବଲପୁର: ପ୍ରଡ୍ୟୁସର ଗୃପ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ତିନୋଟି ଦୀପାବଳି ଷ୍ଟଲ୍ (ଗୋଲ ବଜାର, ଲକ୍ଷ୍ମୀ ଟକିଜ୍ ଏବଂ ଆଶାପାଲି ବିଦ୍ୟାଳୟ) କୁ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକଙ୍କ ଦ୍ୱାରା ଉଦଘାଟନ କରାଯାଇଛି । ଷ୍ଟଲ୍ ଗୁଡିକରେ ସମସ୍ତ ପ୍ରକାରର ଦୀପାବଳି ଉତ୍ପାଦ ଯେପରିକି ମିଠା, କୁକିଜ୍, ଚକୋଲେଟ୍ ଉପହାର ପ୍ୟାକ୍, ଇକୋ ଫ୍ରେଣ୍ଡଲି ମହମବତୀ ଏବଂ ଅଗ୍ରବତୀ, ଝାଡୁ, ଦିପ, ତେଲ, ସଳିତା, […] The post ପ୍ରଡ୍ୟୁସର ଗୃପ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଦୀପାବଳି ଷ୍ଟଲ୍ ଉଦଘାଟିତ appeared first on Odisha.News.

ପ୍ରଡ୍ୟୁସର ଗୃପ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଦୀପାବଳି ଷ୍ଟଲ୍  ଉଦଘାଟିତ

ସମ୍ବଲପୁର: ପ୍ରଡ୍ୟୁସର ଗୃପ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ତିନୋଟି ଦୀପାବଳି ଷ୍ଟଲ୍ (ଗୋଲ ବଜାର, ଲକ୍ଷ୍ମୀ ଟକିଜ୍ ଏବଂ ଆଶାପାଲି ବିଦ୍ୟାଳୟ) କୁ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକଙ୍କ ଦ୍ୱାରା ଉଦଘାଟନ କରାଯାଇଛି । ଷ୍ଟଲ୍ ଗୁଡିକରେ ସମସ୍ତ ପ୍ରକାରର ଦୀପାବଳି ଉତ୍ପାଦ ଯେପରିକି ମିଠା, କୁକିଜ୍, ଚକୋଲେଟ୍ ଉପହାର ପ୍ୟାକ୍, ଇକୋ ଫ୍ରେଣ୍ଡଲି ମହମବତୀ ଏବଂ ଅଗ୍ରବତୀ, ଝାଡୁ, ଦିପ, ତେଲ, ସଳିତା, ରଙ୍ଗୋଲି ଇତ୍ୟାଦି ବିକ୍ରି କରାଯାଉଛି। ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ତଥା ଓଡ଼ିଶା ଜୀବିକା ମିଶନ ଅଧିକାରୀ ଡ. ପୁଷ୍ପଶ୍ରୀ ନାୟକ, ସିଇଓ-ଓରମାସ ଶ୍ରୀମନ୍ତ ହୋତା ଙ୍କ ସମେତ ଅନ୍ୟ ଜିଲା ପରିଷଦର କର୍ମଚାରୀ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ଉପସ୍ଥିତ ଥିଲେ।

The post ପ୍ରଡ୍ୟୁସର ଗୃପ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଦୀପାବଳି ଷ୍ଟଲ୍ ଉଦଘାଟିତ appeared first on Odisha.News.