ପ୍ରଣବଙ୍କ ପରେ କିଏ ହେବେ ଓସିଏ ସଭାପତି? ରେସ୍‌ରେ ଅଛନ୍ତି…

ଭୁବନେଶ୍ୱର,୩୧।୧୨: ଓସିଏ ପଦରୁ ପ୍ରଣବ ପ୍ରକାଶ ଦାସ ଇସ୍ତଫା ପରେ ଏବେ ନୂଆ ସଭାପତିକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଓସିଏ ସଭାପତି ଦୌଡ଼ରେ ଏବେ ମୁଖ୍ୟତଃ ତିନି ନାଁକୁ ନେଇ ଚର୍ଚ୍ଚା ହେଉଛି । ସେମାନେ ହେଲେ ଓସିଏ ଆପେକ୍ସ କାଉନସିଲ ସଦସ୍ୟ ତଥା ଅନୁଗୋଳର ଭାଜପା ବିଧାୟକ ପ୍ରତାପଚନ୍ଦ୍ର ପ୍ରଧାନ ଓ ଶିଳ୍ପପତି ତଥା ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଓ ପୂର୍ବତନ କ୍ରିକେଟର ତଥା କ୍ରୀଡ଼ା ସଂଗଠନ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। […] The post ପ୍ରଣବଙ୍କ ପରେ କିଏ ହେବେ ଓସିଏ ସଭାପତି? ରେସ୍‌ରେ ଅଛନ୍ତି… appeared first on Dharitri Odia News.

ପ୍ରଣବଙ୍କ ପରେ କିଏ ହେବେ ଓସିଏ ସଭାପତି? ରେସ୍‌ରେ ଅଛନ୍ତି…

ଭୁବନେଶ୍ୱର,୩୧।୧୨: ଓସିଏ ପଦରୁ ପ୍ରଣବ ପ୍ରକାଶ ଦାସ ଇସ୍ତଫା ପରେ ଏବେ ନୂଆ ସଭାପତିକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଓସିଏ ସଭାପତି ଦୌଡ଼ରେ ଏବେ ମୁଖ୍ୟତଃ ତିନି ନାଁକୁ ନେଇ ଚର୍ଚ୍ଚା ହେଉଛି । ସେମାନେ ହେଲେ ଓସିଏ ଆପେକ୍ସ କାଉନସିଲ ସଦସ୍ୟ ତଥା ଅନୁଗୋଳର ଭାଜପା ବିଧାୟକ ପ୍ରତାପଚନ୍ଦ୍ର ପ୍ରଧାନ ଓ ଶିଳ୍ପପତି ତଥା ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଓ ପୂର୍ବତନ କ୍ରିକେଟର ତଥା କ୍ରୀଡ଼ା ସଂଗଠନ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ତେବେ ଆଗରେ ଅଛି ଭାଜପା ବିଧାୟକ ପ୍ରତାପଚନ୍ଦ୍ର ପ୍ରଧାନଙ୍କ ନାଁ ରହିଛି। ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବର ୨୮ରେ ବବି ଓସିଏର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।

The post ପ୍ରଣବଙ୍କ ପରେ କିଏ ହେବେ ଓସିଏ ସଭାପତି? ରେସ୍‌ରେ ଅଛନ୍ତି… appeared first on Dharitri Odia News.