ପ୍ରତୀକ୍ଷାର ଘଟିଲା ଅନ୍ତ, ଖୋଲାଗଲା ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର

ପୁରୀ ୧୪।୭: ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଖୋଲାଗଲା ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର । ତାଲା ନଖୋଲିବାରୁ ତାଲା କଟାଯାଇ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିବା ସୂଚନା ମିଳିଛି । ଚାବିରେ ନ ଖୋଲିବାରୁ କଟର ସାହାଯ୍ୟରେ କଟା ଯାଇଥିବା ସୂଚନା ରହିଛି । ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଦେଉଳକରଣ ସ୍ପଷ୍ଟ କରିଛନ୍ତି ।ତେବେ ରତ୍ନଭଣ୍ଡାର ଭିତରେ ମୂଷା ସୁଡ଼ଙ୍ଗ ଭଳି ବଡ଼ ବଡ଼ ଗାତ ଥିବା ମଧ୍ୟ ସୂଚନା ମିଳିଛି । ଭିତର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ନେଇ କୌଣସି ବିଶେଷ ସୂଚନା ମିଳିନାହିଁ ।You Can Read:ଶୁଭ ମୁହୂର୍ତ୍ତରେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ, ପ୍ରଥମ ଦ୍ବାର ଖୋଲି ପ୍ରବେଶ କଲେ ୧୧ ଜଣିଆ ଟିମ୍

ପ୍ରତୀକ୍ଷାର ଘଟିଲା ଅନ୍ତ, ଖୋଲାଗଲା ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର

ପୁରୀ ୧୪।୭: ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଖୋଲାଗଲା ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର । ତାଲା ନଖୋଲିବାରୁ ତାଲା କଟାଯାଇ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିବା ସୂଚନା ମିଳିଛି । ଚାବିରେ ନ ଖୋଲିବାରୁ କଟର ସାହାଯ୍ୟରେ କଟା ଯାଇଥିବା ସୂଚନା ରହିଛି । ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଦେଉଳକରଣ ସ୍ପଷ୍ଟ କରିଛନ୍ତି ।

ତେବେ ରତ୍ନଭଣ୍ଡାର ଭିତରେ ମୂଷା ସୁଡ଼ଙ୍ଗ ଭଳି ବଡ଼ ବଡ଼ ଗାତ ଥିବା ମଧ୍ୟ ସୂଚନା ମିଳିଛି । ଭିତର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ନେଇ କୌଣସି ବିଶେଷ ସୂଚନା ମିଳିନାହିଁ ।

You Can Read:

ଶୁଭ ମୁହୂର୍ତ୍ତରେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ, ପ୍ରଥମ ଦ୍ବାର ଖୋଲି ପ୍ରବେଶ କଲେ ୧୧ ଜଣିଆ ଟିମ୍