ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସପାଲ ସେକ୍ରେଟରୀ ହେଲେ ଡଃ ପ୍ରମୋଦ କୁମାର ମିଶ୍ର
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରିନ୍ସିପାଲ ସେକ୍ରେଟରୀ ଭାବେ ସମ୍ବଲପୁର ପଟ୍ଟନାୟକପଡା ଅବସର ପ୍ରାପ୍ତ ପ୍ରଶାସନିକ ସେବା ଅଧିକାରୀ(ଆଇଏଏସ) ଡଃ.ପ୍ରମୋଦ ମିଶ୍ରଙ୍କୁ ନିଯୁକ୍ତି ମିଳିଛି। ଏହା ୧୦।୦୬।୨୦୨୪ରୁ କାର୍ଯ୍ୟକାରୀ ହେବ ବୋଲି କ୍ୟାବିନେଟ ନିଯୁକ୍ତି କମିଟି ଅନୁମୋଦନ କରିଥିବା କମିଟି ସଚିବ ତଥା ଏଷ୍ଟାବ୍ଲିସମେଣ୍ଟ ଅଫିସର ଦିପ୍ତୀ ଉମାଶଙ୍କର ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏ ସଂପର୍କରେ ହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି।ଡଃ.ମିଶ୍ରଙ୍କୁ କେନ୍ଦ୍ର କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କ ପରି ସମସ୍ତ ସୁବିଧା […] The post ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସପାଲ ସେକ୍ରେଟରୀ ହେଲେ ଡଃ ପ୍ରମୋଦ କୁମାର ମିଶ୍ର appeared first on Odisha.News.

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରିନ୍ସିପାଲ ସେକ୍ରେଟରୀ ଭାବେ ସମ୍ବଲପୁର ପଟ୍ଟନାୟକପଡା ଅବସର ପ୍ରାପ୍ତ ପ୍ରଶାସନିକ ସେବା ଅଧିକାରୀ(ଆଇଏଏସ) ଡଃ.ପ୍ରମୋଦ ମିଶ୍ରଙ୍କୁ ନିଯୁକ୍ତି ମିଳିଛି। ଏହା ୧୦।୦୬।୨୦୨୪ରୁ କାର୍ଯ୍ୟକାରୀ ହେବ ବୋଲି କ୍ୟାବିନେଟ ନିଯୁକ୍ତି କମିଟି ଅନୁମୋଦନ କରିଥିବା କମିଟି ସଚିବ ତଥା ଏଷ୍ଟାବ୍ଲିସମେଣ୍ଟ ଅଫିସର ଦିପ୍ତୀ ଉମାଶଙ୍କର ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏ ସଂପର୍କରେ ହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି।ଡଃ.ମିଶ୍ରଙ୍କୁ କେନ୍ଦ୍ର କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କ ପରି ସମସ୍ତ ସୁବିଧା ମିଳିବ।
The post ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସପାଲ ସେକ୍ରେଟରୀ ହେଲେ ଡଃ ପ୍ରମୋଦ କୁମାର ମିଶ୍ର appeared first on Odisha.News.