ପ୍ରଧାନମନ୍ତ୍ରୀଙ୍କୁ ମିଠାଦହି ଖୁଆଇ ସରକାର ଗଠନ କରିବାକୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ,୭।୬: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସର ସଂସଦୀୟ ଦଳ ବୈଠକ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଉପସ୍ଥାପନା କରିଛନ୍ତି। ତେବେ ରାଷ୍ଟ୍ରପତି ଭାବନାରେ ଏହି ଅବସର ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। Dahi-Cheeni Tradition of Bharat. ???????? https://t.co/ojqpaw7LuE pic.twitter.com/BGYznrKWra — Aditya Raj Kaul (@AdityaRajKaul) June 7, 2024 ରବିବାର ସନ୍ଧ୍ୟାରେ ମନ୍ତ୍ରୀମଣ୍ଡଳ ସହିତ ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। […] The post ପ୍ରଧାନମନ୍ତ୍ରୀଙ୍କୁ ମିଠାଦହି ଖୁଆଇ ସରକାର ଗଠନ କରିବାକୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ appeared first on Dharitri Odia News.
ନୂଆଦିଲ୍ଲୀ,୭।୬: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସର ସଂସଦୀୟ ଦଳ ବୈଠକ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଉପସ୍ଥାପନା କରିଛନ୍ତି। ତେବେ ରାଷ୍ଟ୍ରପତି ଭାବନାରେ ଏହି ଅବସର ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା।
Dahi-Cheeni Tradition of Bharat.
https://t.co/ojqpaw7LuE pic.twitter.com/BGYznrKWra
— Aditya Raj Kaul (@AdityaRajKaul) June 7, 2024
ରବିବାର ସନ୍ଧ୍ୟାରେ ମନ୍ତ୍ରୀମଣ୍ଡଳ ସହିତ ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସନ୍ଧ୍ୟା ୭ଟା ୧୫ ମିନିଟ ସମୟରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତାଙ୍କର ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସର ସଂସଦୀୟ ଦଳ ବୈଠକରେ ଶୁକ୍ରବାର ନରେନ୍ଦ୍ର ମୋଦିଙ୍କୁ ଏନ୍ଡିଏ ଦଳର ନେତା ଚୟନ କରାଯାଇଛି। ନେତା ଚୟନ ପରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ।
The post ପ୍ରଧାନମନ୍ତ୍ରୀଙ୍କୁ ମିଠାଦହି ଖୁଆଇ ସରକାର ଗଠନ କରିବାକୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ appeared first on Dharitri Odia News.