ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର ରିପୋର୍ଟ କରିଥିଲା। ଏହି ଆଫ୍ରିକୀୟ ଦେଶରେ ବନ୍ୟା ପରିସ୍ଥିତି ସାଧାରଣ ଜନ ଜୀବନକୁ ବାଧା ପହଞ୍ଚାଇଛି। ବନ୍ୟା ଯୋଗୁଁ ବହୁ ସଂଖ୍ୟକ ଲୋକ ବାସହୀନ ହୋଇପଡ଼ିଛନ୍ତି। The post ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ appeared first on Dharitri Odia News.

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର ରିପୋର୍ଟ କରିଥିଲା।
ଏହି ଆଫ୍ରିକୀୟ ଦେଶରେ ବନ୍ୟା ପରିସ୍ଥିତି ସାଧାରଣ ଜନ ଜୀବନକୁ ବାଧା ପହଞ୍ଚାଇଛି। ବନ୍ୟା ଯୋଗୁଁ ବହୁ ସଂଖ୍ୟକ ଲୋକ ବାସହୀନ ହୋଇପଡ଼ିଛନ୍ତି।

The post ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ appeared first on Dharitri Odia News.