ପ୍ରେମ ବିବାହର ଏ କି ଦଣ୍ଡ ? ବେକରେ ପଡୁଛି ଜୁଆଳି, ହଳ କରୁଛନ୍ତି ଦମ୍ପତି

ଭଲ ପାଇ ପ୍ରେମିକ ଜଣଙ୍କ ନିଜ ଘରେ ନେଇ ଝିଅକୁ ରଖିଥିଲେ । ଝିଅ ଘର ଲୋକେ ପ୍ରେମିକଙ୍କୁ ଡାକି ବୁଝାଇଥିଲେ, ପାପରୁ ମୁକ୍ତି ପାଇଁ ପରମ୍ପରା ମାନିଲେ ଯାଇ ଏପରି ବିବାହକୁ ସମ୍ମତ ମିଳିବ । ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନି ।

ପ୍ରେମ ବିବାହର ଏ କି ଦଣ୍ଡ ? ବେକରେ ପଡୁଛି ଜୁଆଳି, ହଳ କରୁଛନ୍ତି ଦମ୍ପତି
Array