ପ୍ରେମିକ ଦେଲା ଧୋକା, ଜୀବନ ହାରିଥିଲେ ପିଜି ଛାତ୍ରୀ, ପ୍ରେମିକକୁ ଖୋଜୁଛି ପୋଲିସ

ପ୍ରେମ ପାଇଁ ପୁଣି ମରିଗଲେ ଆଉ ଜଣେ ପିଜି ଛାତ୍ରୀ | ଗାଧୁଆ ଘରୁ ଯୁବତୀଙ୍କ ଶବ ମିଳିବା ପରେ ପହଁଚିଲା ପୋଲିସ | ତେବେ ଯୁବତୀଙ୍କୁ କେହି ହ-ତ୍ୟା କରି ଆଣି ଫିଙ୍ଗି ଦେଇ ଯାଇଥିବା ନେଇ ଚର୍ଚା ହେଉଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ କିଛି ଭିନ୍ନ