ବଜାଜ ଆଲିଆଞ୍ଜ ଲାଇଫ୍‌ ଇ ଟଚ୍‌

ନୂଆଦିଲ୍ଲୀ,୨୦।୮: ବଜାଜ ଆଲିଆଞ୍ଜ ଲାଇଫ ଇନସ୍ୟୁରାନ୍ସ (ବଜାଜ ଆଲିଆଞ୍ଜ)ର ନୂତନ ଉତ୍ପାଦ ‘ବଜାଜ ଆଲିଆଞ୍ଜ ଲାଇଫ୍‌ ଇ ଟଚ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମିଆଦୀ ବୀମା ଆର୍ଥିକ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ ହୋଇଥିବାବେଳେ ତାହା ପଲିସିଧାରକ ଓ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ଓ ମାନସିକ ଶାନ୍ତି ପ୍ରଦାନ କରୁଛି। ସୁଲଭ ପ୍ରିମିୟମ୍‌ରେ ଉଲ୍ଲେଖନୀୟ ଜୀବନ ବୀମା ସୁରକ୍ଷା ପ୍ରଦାନ କରୁଥିବା ମିଆଦୀ ବୀମା ପଲିସିଧାରକଙ୍କ ଅସମୟ ମୃତ୍ୟୁରେ କଲ୍ୟାଣ ଓ […] The post ବଜାଜ ଆଲିଆଞ୍ଜ ଲାଇଫ୍‌ ଇ ଟଚ୍‌ appeared first on Dharitri Odia News.

ବଜାଜ ଆଲିଆଞ୍ଜ ଲାଇଫ୍‌ ଇ ଟଚ୍‌

ନୂଆଦିଲ୍ଲୀ,୨୦।୮: ବଜାଜ ଆଲିଆଞ୍ଜ ଲାଇଫ ଇନସ୍ୟୁରାନ୍ସ (ବଜାଜ ଆଲିଆଞ୍ଜ)ର ନୂତନ ଉତ୍ପାଦ ‘ବଜାଜ ଆଲିଆଞ୍ଜ ଲାଇଫ୍‌ ଇ ଟଚ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମିଆଦୀ ବୀମା ଆର୍ଥିକ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ ହୋଇଥିବାବେଳେ ତାହା ପଲିସିଧାରକ ଓ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ଓ ମାନସିକ ଶାନ୍ତି ପ୍ରଦାନ କରୁଛି। ସୁଲଭ ପ୍ରିମିୟମ୍‌ରେ ଉଲ୍ଲେଖନୀୟ ଜୀବନ ବୀମା ସୁରକ୍ଷା ପ୍ରଦାନ କରୁଥିବା ମିଆଦୀ ବୀମା ପଲିସିଧାରକଙ୍କ ଅସମୟ ମୃତ୍ୟୁରେ କଲ୍ୟାଣ ଓ ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ କରୁଛି। ଏକ ବ୍ୟାପକ ମିଆଦୀ ପ୍ଲାନ୍‌ର ଗୁରୁତ୍ୱକୁ ଦର୍ଶାଉଥିବା ଉପତ୍ାଦ ହେଉଛି ବଜାଜ ଆଲିଆଞ୍ଜ୍‌ ଲାଇଫ୍‌ ଇ ଟଚ୍‌। ଏହି ସ୍ବତନ୍ତ୍ର ଉପତ୍ାଦ ତିନିଟି ଭାରିଆଣ୍ଟରୁ ଚୟନ କରିବାର ନମନୀୟତା ପ୍ରଦାନ କରୁଛି, ଯାହା ପଲିସିଧାରକଙ୍କ ପରିବାରକୁ ଜୀବନ ଲକ୍ଷ୍ୟକୁ ସଠିକ୍‌ ପଥରେ ରଖିବାରେ ସହାୟକ ହେଉଛି। ବଜାରରେ ବଜାଜ ଆଲିଆଞ୍ଜ ଲାଇଫ୍‌ର ଇ ଟଚ୍‌ ଭଳି ଅଭିନବ ଉପତ୍ାଦ ରହିଛି, ଯାହା ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବାବେଳେ ବ୍ୟାପକ ଜୀବନ ବୀମା ସୁରକ୍ଷା ପ୍ରଦାନ କରୁଛି। ଭାରତରେ ସ୍ବଳ୍ପ ବୀମା ଏକ ସମସ୍ୟା ହୋଇ ରହିଛି, ଯେଉଁଠାରେ ନିଜ ପ୍ରିୟଜନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ଲାଗି ଅନେକ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ବୀମା ସୁରକ୍ଷା ନାହିଁ।

The post ବଜାଜ ଆଲିଆଞ୍ଜ ଲାଇଫ୍‌ ଇ ଟଚ୍‌ appeared first on Dharitri Odia News.