ବଜେଟ ୨୦୨୪: ସାମରିକ ଶକ୍ତି ବୃଦ୍ଧି ପାଇଁ ଏତିକି କୋଟି ଆବଣ୍ଟନ
ନୂଆଦିଲ୍ଲ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରୁଛନ୍ତି। ଏହି ସମୟରେ ପ୍ରତିରକ୍ଷା ବଜେଟରେ ବଡ଼ ଘୋଷଣା କରାଯାଇଛି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା ବଜେଟରେ ୧୧.୧ ପ୍ରତିଶତ ବୃଦ୍ଧି ଘୋଷଣା କରି ଏହାକୁ ୧୧,୧୧,୧୧୧ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଯାହା ଜିଡିପିର ୩.୪ ପ୍ରତିଶତ ଅଟେ। The post ବଜେଟ ୨୦୨୪: ସାମରିକ ଶକ୍ତି ବୃଦ୍ଧି ପାଇଁ ଏତିକି କୋଟି ଆବଣ୍ଟନ appeared first on Dharitri Odia News.
ନୂଆଦିଲ୍ଲ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରୁଛନ୍ତି। ଏହି ସମୟରେ ପ୍ରତିରକ୍ଷା ବଜେଟରେ ବଡ଼ ଘୋଷଣା କରାଯାଇଛି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା ବଜେଟରେ ୧୧.୧ ପ୍ରତିଶତ ବୃଦ୍ଧି ଘୋଷଣା କରି ଏହାକୁ ୧୧,୧୧,୧୧୧ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଯାହା ଜିଡିପିର ୩.୪ ପ୍ରତିଶତ ଅଟେ।
The post ବଜେଟ ୨୦୨୪: ସାମରିକ ଶକ୍ତି ବୃଦ୍ଧି ପାଇଁ ଏତିକି କୋଟି ଆବଣ୍ଟନ appeared first on Dharitri Odia News.