ବଜ୍ରପାତରେ ଚାଲିଗଲା ଜୀବନ, କାମ ଧନ୍ଦା ସାରି ଘରକୁ ଫେରୁଥିଲେ

ଗୋପ  : ବଜ୍ରପାତରେ ଚାଲିଗଲା ଜୀବନ । ମୃତ ବ୍ୟକ୍ତିଙ୍କ ନାମ ଗାଣ୍ଡୁ ପ୍ରଧାନ (୫୦)  ।  ଘର କୋଣାର୍କ  ଥାନା ଜଗନ୍ନାଥପଡ଼ା ଗ୍ରାମ ।  ସେ ଦୈନିକ ରାଜ ମିସ୍ତ୍ରୀଙ୍କ ସହିତ ଲେବର କାମ କରିବାକୁ ଯାଆନ୍ତି ।  ଆଜି ମଧ୍ୟ ନିଜ କାମ ଧନ୍ଦା ସାରି  ଘରକୁ ଫେରିବା ସମୟରେ ରାସ୍ତାରେ ଅଚାନକ  ବଜ୍ରପାତ ହୋଇଥିଲା । ଫଳରେ ତାଙ୍କ ଶରୀରର ପଛ ପାର୍ଶ୍ୱ ପୋଡି ଯାଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା […] The post ବଜ୍ରପାତରେ ଚାଲିଗଲା ଜୀବନ, କାମ ଧନ୍ଦା ସାରି ଘରକୁ ଫେରୁଥିଲେ appeared first on KNews Odisha.

ବଜ୍ରପାତରେ ଚାଲିଗଲା ଜୀବନ, କାମ ଧନ୍ଦା ସାରି ଘରକୁ ଫେରୁଥିଲେ
lightning

ଗୋପ  : ବଜ୍ରପାତରେ ଚାଲିଗଲା ଜୀବନ । ମୃତ ବ୍ୟକ୍ତିଙ୍କ ନାମ ଗାଣ୍ଡୁ ପ୍ରଧାନ (୫୦)  ।  ଘର କୋଣାର୍କ  ଥାନା ଜଗନ୍ନାଥପଡ଼ା ଗ୍ରାମ ।  ସେ ଦୈନିକ ରାଜ ମିସ୍ତ୍ରୀଙ୍କ ସହିତ ଲେବର କାମ କରିବାକୁ ଯାଆନ୍ତି ।  ଆଜି ମଧ୍ୟ ନିଜ କାମ ଧନ୍ଦା ସାରି  ଘରକୁ ଫେରିବା ସମୟରେ ରାସ୍ତାରେ ଅଚାନକ  ବଜ୍ରପାତ ହୋଇଥିଲା । ଫଳରେ ତାଙ୍କ ଶରୀରର ପଛ ପାର୍ଶ୍ୱ ପୋଡି ଯାଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଦେଖାଯାଇଛି ।

The post ବଜ୍ରପାତରେ ଚାଲିଗଲା ଜୀବନ, କାମ ଧନ୍ଦା ସାରି ଘରକୁ ଫେରୁଥିଲେ appeared first on KNews Odisha.