ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ୧୦ ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
ସମ୍ୱଲପୁର : ହୀରାକୁଦର ଖୋଲିଲା ୧୦ ଗେଟ। ପୂର୍ବରୁ ୬ଟି ଗେଟ୍ ଖୋଲିଥିବାବେଳେ ଆଜି ଆଉ ୪ଟି ଗେଟ ଖୋଲିଛି।... The post ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ୧୦ ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ appeared first on .
ସମ୍ୱଲପୁର : ହୀରାକୁଦର ଖୋଲିଲା ୧୦ ଗେଟ। ପୂର୍ବରୁ ୬ଟି ଗେଟ୍ ଖୋଲିଥିବାବେଳେ ଆଜି ଆଉ ୪ଟି ଗେଟ ଖୋଲିଛି। ଉପରମୁଣ୍ଡରେ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶର ମାତ୍ରା ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୧ ଲକ୍ଷ ୮୧ ହଜାର ୧୩ ଘନଫୁଟ ବନ୍ୟାଜଳ। ସେପଟେ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଛି। ୬ଟି ଗେଟ୍ ମାଧ୍ୟମରେ ୧ ଲକ୍ଷ ୨୬ ହଜାର ୫୭୧ ଘନଫୁଟ ବନ୍ୟାଜଳ ନିଷ୍କାସନ ହେଉଛି। ୬୦୯.୪୩ ଫୁଟରେ ପହଞ୍ଚିଲା ଜଳସ୍ତର।
The post ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ୧୦ ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ appeared first on .