ବଦଳିପାରେ ଭଦ୍ରକ ରାଜନୈତିକ ସମୀକରଣ : ଗୋଟିଏ ସ୍ଥାନରେ ଏକାଠି ହେଲେ ବୁଲୁ ଓ ଲୁଲୁ

ଭଦ୍ରକ ୧୧।୪: ଭଦ୍ରକ ରାଜନୀତିରେ ଏବେ ବଦଳିପାରେ ସମୀକରଣ । ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ଓରଫ ବୁଲୁ ପଟ୍ଟନାୟକ ବିଧାୟକ ଅଶାୟୀ ଥିଲେ । ୨୦୧୯ ନିର୍ବାଚନରେ ବାପା ଯୁଗଳ କିଶୋର ପଟ୍ଟନାୟକଙ୍କୁ ବିଜେଡି ଟିକେଟ୍ ଦେଇନଥିଲା ଓ ୨୦୧୪ ପାଇଁ ମଧ୍ୟ ବୁଲୁଙ୍କୁ ଟିକେଟ ନ ଦେଇ ପ୍ରଫୁଲ୍ଲ ସାମଲଙ୍କୁ ବିଧାୟକ ପ୍ରାର୍ଥୀ କରିଛି । ତେବେ ବୁଲୁ ପଟ୍ଟନାୟକ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଛି । ତେବେ ଇଦ୍ ଅବସରରେ ଯୁଗଳଙ୍କ ପୁଅ ବୁଲୁ ଓ ପ୍ରଫୁଲ୍ଲଙ୍କ ପୁଅ ଲୁଲୁ ଗୋଟିଏ ମଞ୍ଚରେ ବସିଥିବା ଦେଖିବାକୁ ମିଳିଛି । ଲୁଲୁଙ୍କ ପ୍ରଶ୍ନର ଉତ୍ତରରେ ବୁଲୁ କହିଛନ୍ତି କ’ଣ ଭଲ ଅଛି । ତୁମର ଏଠାରୁ ସେଠାକୁ, ସେଠାରୁ ଏଠାକୁ ।You Can Read :କୋଟିଆରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କଲେ ଆନ୍ଧ୍ର ଅଧିକାରୀ

ବଦଳିପାରେ ଭଦ୍ରକ ରାଜନୈତିକ ସମୀକରଣ : ଗୋଟିଏ ସ୍ଥାନରେ ଏକାଠି ହେଲେ ବୁଲୁ ଓ ଲୁଲୁ

ଭଦ୍ରକ ୧୧।୪: ଭଦ୍ରକ ରାଜନୀତିରେ ଏବେ ବଦଳିପାରେ ସମୀକରଣ । ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ଓରଫ ବୁଲୁ ପଟ୍ଟନାୟକ ବିଧାୟକ ଅଶାୟୀ ଥିଲେ । ୨୦୧୯ ନିର୍ବାଚନରେ ବାପା ଯୁଗଳ କିଶୋର ପଟ୍ଟନାୟକଙ୍କୁ ବିଜେଡି ଟିକେଟ୍ ଦେଇନଥିଲା ଓ ୨୦୧୪ ପାଇଁ ମଧ୍ୟ ବୁଲୁଙ୍କୁ ଟିକେଟ ନ ଦେଇ ପ୍ରଫୁଲ୍ଲ ସାମଲଙ୍କୁ ବିଧାୟକ ପ୍ରାର୍ଥୀ କରିଛି । 

ତେବେ ବୁଲୁ ପଟ୍ଟନାୟକ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଛି । ତେବେ ଇଦ୍ ଅବସରରେ ଯୁଗଳଙ୍କ ପୁଅ ବୁଲୁ ଓ ପ୍ରଫୁଲ୍ଲଙ୍କ ପୁଅ ଲୁଲୁ ଗୋଟିଏ ମଞ୍ଚରେ ବସିଥିବା ଦେଖିବାକୁ ମିଳିଛି । ଲୁଲୁଙ୍କ ପ୍ରଶ୍ନର ଉତ୍ତରରେ ବୁଲୁ କହିଛନ୍ତି କ’ଣ ଭଲ ଅଛି । ତୁମର ଏଠାରୁ ସେଠାକୁ, ସେଠାରୁ ଏଠାକୁ ।

You Can Read :

କୋଟିଆରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କଲେ ଆନ୍ଧ୍ର ଅଧିକାରୀ