ବଦଳିଲା କଙ୍ଗନାଙ୍କ ଫିଲ୍ମ ‘Emergency’ର ରିଲିଜ୍‌ ଡେଟ୍‌, ପୋଷ୍ଟ ସେୟାର କରି ସୂଚନା ଦେଲେ ଅଭିନେତ୍ରୀ

ମୁମ୍ଵାଇ ୨୩।୦୧: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ।  ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଏର୍ମଜନ୍ସି' ପାଇଁ ଚର୍ଚ୍ଚାରେ ଅଛନ୍ତି। କିଛି ସମୟ ପୂର୍ବରୁ ଫିଲ୍ମର ରିଲିଜ ଡେଟ୍‌କୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ପୁଣି ଥରେ ଚଳଚ୍ଚିତ୍ରର ନୂଆ ରିଲିଜ୍ ତାରିଖ ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁ ଦିନ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିବ? View this post on Instagram A post shared by Kangana Ranaut (@kanganaranaut) କଙ୍ଗନା ନିଜ ଇନଷ୍ଟାଗ୍ରାମରେ ଆଗାମୀ ଚଳଚ୍ଚିତ୍ରର ନୂଆ ପୋଷ୍ଟର ସେୟାର କରିଛନ୍ତି। ଯେଉଁଥିରେ ସେ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । କଙ୍ଗନା ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଭାରତର ଖରାପ ସମୟର କାହାଣୀ, ୧୪ ଜୁନ୍ ୨୦୨୪ରେ ଏମର୍ଜେନ୍ସି, ପ୍ରେକ୍ଷାଳୟରେ ଭାରତର ପ୍ରଧାନମନ୍ତ୍ରୀ # ଇନ୍ଦିରା ଗାନ୍ଧୀ, ୧୪ ଜୁନ୍ ୨୦୨୪ ରେ ପ୍ରେକ୍ଷାଳୟରେ # ଏମର୍ଜେନ୍ସି। ବର୍ତ୍ତମାନ ଫିଲ୍ମର ରିଲିଜ୍ ତାରିଖ ସାମ୍ନାକୁ ଆସିବା ମାତ୍ରେ ସମସ୍ତେ ଏଥିରେ ଉତ୍ସାହିତ ଦେଖାଯାଉଥିଲେ। https://www.prameyanews7.com/vicky-kaushal-sam-bahadur-release-on-zee-5/ The post ବଦଳିଲା କଙ୍ଗନାଙ୍କ ଫିଲ୍ମ ‘Emergency’ର ରିଲିଜ୍‌ ଡେଟ୍‌, ପୋଷ୍ଟ ସେୟାର କରି ସୂଚନା ଦେଲେ ଅଭିନେତ୍ରୀ appeared first on Prameya News7

ବଦଳିଲା କଙ୍ଗନାଙ୍କ ଫିଲ୍ମ ‘Emergency’ର ରିଲିଜ୍‌ ଡେଟ୍‌, ପୋଷ୍ଟ ସେୟାର କରି ସୂଚନା ଦେଲେ ଅଭିନେତ୍ରୀ

ମୁମ୍ଵାଇ ୨୩।୦୧: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ।  ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଏର୍ମଜନ୍ସି' ପାଇଁ ଚର୍ଚ୍ଚାରେ ଅଛନ୍ତି। କିଛି ସମୟ ପୂର୍ବରୁ ଫିଲ୍ମର ରିଲିଜ ଡେଟ୍‌କୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ପୁଣି ଥରେ ଚଳଚ୍ଚିତ୍ରର ନୂଆ ରିଲିଜ୍ ତାରିଖ ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁ ଦିନ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିବ?

କଙ୍ଗନା ନିଜ ଇନଷ୍ଟାଗ୍ରାମରେ ଆଗାମୀ ଚଳଚ୍ଚିତ୍ରର ନୂଆ ପୋଷ୍ଟର ସେୟାର କରିଛନ୍ତି। ଯେଉଁଥିରେ ସେ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । କଙ୍ଗନା ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଭାରତର ଖରାପ ସମୟର କାହାଣୀ, ୧୪ ଜୁନ୍ ୨୦୨୪ରେ ଏମର୍ଜେନ୍ସି, ପ୍ରେକ୍ଷାଳୟରେ ଭାରତର ପ୍ରଧାନମନ୍ତ୍ରୀ # ଇନ୍ଦିରା ଗାନ୍ଧୀ, ୧୪ ଜୁନ୍ ୨୦୨୪ ରେ ପ୍ରେକ୍ଷାଳୟରେ # ଏମର୍ଜେନ୍ସି। ବର୍ତ୍ତମାନ ଫିଲ୍ମର ରିଲିଜ୍ ତାରିଖ ସାମ୍ନାକୁ ଆସିବା ମାତ୍ରେ ସମସ୍ତେ ଏଥିରେ ଉତ୍ସାହିତ ଦେଖାଯାଉଥିଲେ।

https://www.prameyanews7.com/vicky-kaushal-sam-bahadur-release-on-zee-5/

The post ବଦଳିଲା କଙ୍ଗନାଙ୍କ ଫିଲ୍ମ ‘Emergency’ର ରିଲିଜ୍‌ ଡେଟ୍‌, ପୋଷ୍ଟ ସେୟାର କରି ସୂଚନା ଦେଲେ ଅଭିନେତ୍ରୀ appeared first on Prameya News7.