ବନ୍ଧମୁଣ୍ଡା IICଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ମହିଳା କନଷ୍ଟେବଳଙ୍କୁ ଅସଦାଚରଣ !

ରାଉରକେଲା ୨୫।୯: ଖାକିରେ ଲାଗିଲା କଳଙ୍କ । ମହିଳା କନଷ୍ଟେବଳଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ବନ୍ଧମୁଣ୍ଡା ଥାନା ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି ।ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଅଶୋକ ଦାସଙ୍କୁ ବଦଳି କରାଯାଇଛି । ରାଉରକେଲା ଏସ୍‌ପି ନିଜେ ଅଭିଯୋଗର ତଦନ୍ତ କରୁଛନ୍ତି । You Can Read:ଆସନ୍ତା ୨୭ରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ଫୋକସରେ ରହିବ ନିର୍ବାଚନ ପୋଷ୍ଟମର୍ଟମର କାରଣ ଖୋଜା କମିଟି ଚୟନ

ବନ୍ଧମୁଣ୍ଡା IICଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ମହିଳା କନଷ୍ଟେବଳଙ୍କୁ ଅସଦାଚରଣ !

ରାଉରକେଲା ୨୫।୯: ଖାକିରେ ଲାଗିଲା କଳଙ୍କ । ମହିଳା କନଷ୍ଟେବଳଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ବନ୍ଧମୁଣ୍ଡା ଥାନା ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି ।

ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଅଶୋକ ଦାସଙ୍କୁ ବଦଳି କରାଯାଇଛି । ରାଉରକେଲା ଏସ୍‌ପି ନିଜେ ଅଭିଯୋଗର ତଦନ୍ତ କରୁଛନ୍ତି । 

You Can Read:

ଆସନ୍ତା ୨୭ରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ଫୋକସରେ ରହିବ ନିର୍ବାଚନ ପୋଷ୍ଟମର୍ଟମର କାରଣ ଖୋଜା କମିଟି ଚୟନ