ବରଗଡ଼ କୋର୍ଟରୁ ବିଚାରାଧୀନ କଏଦୀ ଫେରାର, ୫ବର୍ଷ ଧରି ଜେଲ୍ରେ ଥିଲେ
ବରଗଡ ୩୧।୭: ବରଗଡ଼ କୋର୍ଟରୁ ବିଚାରାଧୀନ କଏଦୀ ଫେରାର I ପୋକ୍ସୋ ମାମଲାରେ ସଜ୍ଜା କାଟୁଥିଲେ କଏଦୀ l କଏଦୀର ନାଁ ବାବାଜୀ ଛୁରିଆ ହୋଇଥିବା ସୂଚନା ମିଳିଛି l ୫ ବର୍ଷ ଧରି ବରଗଡ଼ ଜେଲ୍ରେ ସଜ୍ଜା କାଟୁଥିଲା ବାବାଜୀ I ଅଭିଯୁକ୍ତ ଜଣକ ସଦର ଥାନା ଅଞ୍ଚଳ ସଂୟା ଗାଁର ବାବାଜୀ ଛୁରିଆ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ସଜ୍ଜା କାଟୁଥିବା ଜଣାପଡ଼ିଛି । ପୋକ୍ସୋ କୋର୍ଟରେ ହାଜର କରି ପୋଲିସ ଜେଲ୍ ନେବା ପାଇଁ କୋର୍ଟରୁ ବାହାରକୁ ଆଣୁଥିବା ବେଳେ ପୋଲିସକୁ ଧକାଦେଇ କଏଦୀ ଜଣକ ଫେରାର ମାରିଥିବା ସୂଚନା ମିଳିଛି । କଏଦୀକୁ ଧରିବା ପାଇଁ ବରଗଡ଼ ସହରରେ ଛାନଭିନ କରୁଛି ପୋଲିସ ।You Can Read:ରାଜ୍ୟରେ ୫୮ ନୂଆ ଶୀତଳ ଭଣ୍ଡାର କରିବେ ମୋହନ ସରକାର : କୃଷିମନ୍ତ୍ରୀ
ବରଗଡ ୩୧।୭: ବରଗଡ଼ କୋର୍ଟରୁ ବିଚାରାଧୀନ କଏଦୀ ଫେରାର I ପୋକ୍ସୋ ମାମଲାରେ ସଜ୍ଜା କାଟୁଥିଲେ କଏଦୀ l କଏଦୀର ନାଁ ବାବାଜୀ ଛୁରିଆ ହୋଇଥିବା ସୂଚନା ମିଳିଛି l ୫ ବର୍ଷ ଧରି ବରଗଡ଼ ଜେଲ୍ରେ ସଜ୍ଜା କାଟୁଥିଲା ବାବାଜୀ I
ଅଭିଯୁକ୍ତ ଜଣକ ସଦର ଥାନା ଅଞ୍ଚଳ ସଂୟା ଗାଁର ବାବାଜୀ ଛୁରିଆ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ସଜ୍ଜା କାଟୁଥିବା ଜଣାପଡ଼ିଛି । ପୋକ୍ସୋ କୋର୍ଟରେ ହାଜର କରି ପୋଲିସ ଜେଲ୍ ନେବା ପାଇଁ କୋର୍ଟରୁ ବାହାରକୁ ଆଣୁଥିବା ବେଳେ ପୋଲିସକୁ ଧକାଦେଇ କଏଦୀ ଜଣକ ଫେରାର ମାରିଥିବା ସୂଚନା ମିଳିଛି । କଏଦୀକୁ ଧରିବା ପାଇଁ ବରଗଡ଼ ସହରରେ ଛାନଭିନ କରୁଛି ପୋଲିସ ।
You Can Read: