ବରୁଣ ନା ରାହୁଲ, କିଏ ଅଧିକ ଇଣ୍ଟେଲିଜେଣ୍ଟ୍: ମାନେକା ଗାନ୍ଧୀ ଦେଲେ ଏମିତି ଜବାବ
ଲକ୍ଷ୍ନୌ,୨୨।୫: ୟୁପିର ସୁଲତାନପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ମନେକା ଗାନ୍ଧୀ ତାଙ୍କ ପୁଅ ବରୁଣ ଗାନ୍ଧୀ ଏବଂ ପୁତୁରା ରାହୁଲ ଗାନ୍ଧୀଙ୍କ ତୁଳନାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ମାନେକା ଗାନ୍ଧୀଙ୍କୁ ପଚରାଯାଇଥିଲା ଯେ ବରୁଣ ଗାନ୍ଧୀଙ୍କ ଇଣ୍ଟେଲିଜେନ୍ସ ଲେବଲ୍ ଅଧିକ ରହିଛି ବୋଲି ଆଲୋଚନା ହେଉଛି। ଏପରି ପରିସ୍ଥିତିରେ ଯଦି ରାହୁଲ ଗାନ୍ଧୀଙ୍କ ସ୍ଥାନରେ ବରୁଣ ଗାନ୍ଧୀ ଥାଆନ୍ତେ ତେବେ କ’ଣ ହୋଇଥାନ୍ତା? ଏହାର ଜବାବରେ ମାନେକା ଗାନ୍ଧୀ କହିଛନ୍ତି, ବରୁଣ ଗାନ୍ଧୀଙ୍କ ଇଣ୍ଟେଲିଜେନ୍ସ […] The post ବରୁଣ ନା ରାହୁଲ, କିଏ ଅଧିକ ଇଣ୍ଟେଲିଜେଣ୍ଟ୍: ମାନେକା ଗାନ୍ଧୀ ଦେଲେ ଏମିତି ଜବାବ appeared first on Dharitri Odia News.
ଲକ୍ଷ୍ନୌ,୨୨।୫: ୟୁପିର ସୁଲତାନପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ମନେକା ଗାନ୍ଧୀ ତାଙ୍କ ପୁଅ ବରୁଣ ଗାନ୍ଧୀ ଏବଂ ପୁତୁରା ରାହୁଲ ଗାନ୍ଧୀଙ୍କ ତୁଳନାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ମାନେକା ଗାନ୍ଧୀଙ୍କୁ ପଚରାଯାଇଥିଲା ଯେ ବରୁଣ ଗାନ୍ଧୀଙ୍କ ଇଣ୍ଟେଲିଜେନ୍ସ ଲେବଲ୍ ଅଧିକ ରହିଛି ବୋଲି ଆଲୋଚନା ହେଉଛି। ଏପରି ପରିସ୍ଥିତିରେ ଯଦି ରାହୁଲ ଗାନ୍ଧୀଙ୍କ ସ୍ଥାନରେ ବରୁଣ ଗାନ୍ଧୀ ଥାଆନ୍ତେ ତେବେ କ’ଣ ହୋଇଥାନ୍ତା? ଏହାର ଜବାବରେ ମାନେକା ଗାନ୍ଧୀ କହିଛନ୍ତି, ବରୁଣ ଗାନ୍ଧୀଙ୍କ ଇଣ୍ଟେଲିଜେନ୍ସ ଲେବଲ୍ ଅଧିକ, କିନ୍ତୁ ଭାଗ୍ୟ ବୋଲି ମଧ୍ୟ ଗୋଟିଏ ଜିନିଷ ଅଛି। ତେଣୁ ଯାହା ଅଛି ସବୁ ଠିକ ଅଛି।
ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ, କାରଣ ଭାଜପାନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ସଂଖ୍ୟାଗରିଷ୍ଠତା ହାସଲ କରିବ।
The post ବରୁଣ ନା ରାହୁଲ, କିଏ ଅଧିକ ଇଣ୍ଟେଲିଜେଣ୍ଟ୍: ମାନେକା ଗାନ୍ଧୀ ଦେଲେ ଏମିତି ଜବାବ appeared first on Dharitri Odia News.