ବଲାଙ୍ଗୀର ଜିଲା ସଭାପତି ହେଲେ ଶ୍ରୀବତ୍ସ ବେହେରା

ବଲାଙ୍ଗୀର,୨୫।୧: ବିଭିନ୍ନ ଜିଲାରେ ଭାଜପା ଦଳୀୟ କାର୍ଯ୍ୟାଳୟରେ ସଭାପତି ଘୋଷଣା ହେଉଛି। ବରିଷ୍ଠ ନେତାଙ୍କୁ ବାଛି ତାଙ୍କୁ ବିଜିଲାର ଦାୟିତ୍ୱ ଦିଆଯାଉଛି। ଏହି କ୍ରମରେ ବଲାଙ୍ଗୀର ଜିଲା ଭାଜପା ସଭାପତିଙ୍କ ନା ଘୋଷଣା ହୋଇଛି। ଶ୍ରୀବତ୍ସ ବେହେରାଙ୍କୁ ଜିଲା ସଭାପତି ଭାବେ ଚୟନ କରିଛି। ପଥରଚେପା ଠାରେ ଥିବା ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଭାଜପା ବଲାଙ୍ଗୀର ଜିଲା ନିର୍ବାଚନ ଅଧିକାରୀ ଧର୍ମେନ୍ଦ୍ର ପଣ୍ଡା, ଜିଲା ସଭାପତିଙ୍କ ନାଁ ଘୋଷଣା କରିଥିଲେ । ଦୁଇଟି ପର୍ୟ୍ୟାୟରେ […] The post ବଲାଙ୍ଗୀର ଜିଲା ସଭାପତି ହେଲେ ଶ୍ରୀବତ୍ସ ବେହେରା appeared first on Dharitri Odia News.

ବଲାଙ୍ଗୀର ଜିଲା ସଭାପତି ହେଲେ ଶ୍ରୀବତ୍ସ ବେହେରା

ବଲାଙ୍ଗୀର,୨୫।୧: ବିଭିନ୍ନ ଜିଲାରେ ଭାଜପା ଦଳୀୟ କାର୍ଯ୍ୟାଳୟରେ ସଭାପତି ଘୋଷଣା ହେଉଛି। ବରିଷ୍ଠ ନେତାଙ୍କୁ ବାଛି ତାଙ୍କୁ ବିଜିଲାର ଦାୟିତ୍ୱ ଦିଆଯାଉଛି। ଏହି କ୍ରମରେ ବଲାଙ୍ଗୀର ଜିଲା ଭାଜପା ସଭାପତିଙ୍କ ନା ଘୋଷଣା ହୋଇଛି। ଶ୍ରୀବତ୍ସ ବେହେରାଙ୍କୁ ଜିଲା ସଭାପତି ଭାବେ ଚୟନ କରିଛି। ପଥରଚେପା ଠାରେ ଥିବା ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଭାଜପା ବଲାଙ୍ଗୀର ଜିଲା ନିର୍ବାଚନ ଅଧିକାରୀ ଧର୍ମେନ୍ଦ୍ର ପଣ୍ଡା, ଜିଲା ସଭାପତିଙ୍କ ନାଁ ଘୋଷଣା କରିଥିଲେ ।

ଦୁଇଟି ପର୍ୟ୍ୟାୟରେ ରାଜ୍ୟ ଭାଜପା ଜିଲା ସଭାପତିଙ୍କ ନାମ ଘୋଷଣା ହୋଇପାରେ । ଶନିବାର ପ୍ରଥମ ଦିନରେ ୨୩ ସାଂଗଠନିକ ଜିଲାର ଜିଲା ସଭାପତିଙ୍କ ନାମ ଘୋଷଣା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୩ଟି ସାଂଗଠାନିକ ଜିଲାର ଜିଲା ସଭାପତି ନା ଘୋଷଣା ହେବା ପରେ ବାକି ୧୪ଟି ଜିଲା ସଭାପତିଙ୍କ ନାଁ ଦିତୀୟ ପର୍ଯ୍ୟାୟରେ ଘୋଷଣା କରାଯିବ ବୋଲି ସୂଚନା ରହିଛି । ସର୍ବ ସହମତିରେ ସଭାପତି ଘୋଷଣା କରିବା ପାଇଁ ଦିଆଯାଇଛି।

The post ବଲାଙ୍ଗୀର ଜିଲା ସଭାପତି ହେଲେ ଶ୍ରୀବତ୍ସ ବେହେରା appeared first on Dharitri Odia News.