ବଲିଉଡ ସିଙ୍ଗର୍‌ ସାନ୍‌ଙ୍କ ଘରେ ଲାଗିଲା ନିଆଁ

ଯେଉଁ ସମୟରେ ବିଲ୍ଡିଂରେ ନିଆଁ ଲାଗିଥିଲା ସେତେବେଳେ ବଲିଉଡ ସିଙ୍ଗର୍‌ ସାନ୍‌ ଘରେ ଥିଲେ।

ବଲିଉଡ ସିଙ୍ଗର୍‌ ସାନ୍‌ଙ୍କ ଘରେ ଲାଗିଲା ନିଆଁ

ବଲିଉଡର ଜଣାଶୁଣା ସିଙ୍ଗର୍ ସାନ୍‌ଙ୍କ ଘରେ ଲାଗିଲା ନିଆଁ । ବିଳମ୍ବିତ ରାତିରେ ତାଙ୍କ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ତୁରନ୍ତ ଫୋନ୍‌ କରାଯାଇଥିଲା। ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି।

ତେବେ ସୌଭାଗ୍ୟ ବଶତଃ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ବିଲ୍ଡିଂରେ ଯେଉଁ ସମୟରେ ନିଆଁ ଲାଗିଥିଲା ସେତେବେଳେ ସିଙ୍ଗର୍‌ ସାନ୍‌ ଘରେ ଉପସ୍ଥିତ ଥିଲେ।