ବହୁ ପ୍ରତୀକ୍ଷିତ ‘ମହିନ୍ଦ୍ରା ଥର ରକ୍ସ’ ଲଞ୍ଚ, ଆଦିତ୍ୟ ମୋଟର୍ସରେ ସ୍ଵତନ୍ତ୍ର ସମାରୋହ ଆୟୋଜିତ
ଭୁବନେଶ୍ଵର: ପ୍ରମୁଖ ଅଟୋ ମୋବାଇଲ ଡିଲରଶିପ ଆଦିତ୍ୟ ମୋଟର୍ସ ନିଜର ଅତ୍ୟାଧୁନିକ ଶୋରୁମରେ ବହୁ ପ୍ରତୀକ୍ଷିତ ମହିନ୍ଦ୍ରା ଥର ରକ୍ସର ଲଞ୍ଚ ପାଇଁ ସ୍ଵତନ୍ତ୍ର ସମାରୋହ ଆୟୋଜିତ କରିଛି। ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ମୋଟର୍ସର ପ୍ରବନ୍ଧ ନିର୍ଦ୍ଦେଶକ ଆଦିତ୍ୟ ପାତ୍ର, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ହାସ୍ୟ ଅଭିନେତା ଗୁଡ୍ଡ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଆଞ୍ଚଳିକ ବିକ୍ରିୟ ପବନ୍ଧକ ସୁମିତ ଅରୋରା ଉପସ୍ଥିତରେ ମହିନ୍ଦ୍ରା ଥର ରକ୍ସ ଲଞ୍ଚିଂ ହୋଇଛି । ଉଦଘାଟନୀ ସମାରୋହରେ ୧୦୦ରୁ ଅଧିକ ସମ୍ମାନିତ ଅତିଥି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମହିନ୍ଦ୍ରା ଥର ରକ୍ସର ଅତ୍ୟାଧୁନିକ ବିଶେଷତ୍ଵ ଓ କ୍ଷମତାର ପ୍ରଦର୍ଶନ କରାଯାଇଥିଲା, ଯାହା ଏସୟୁଭି ଭାବେ ବଜାରରେ ନୂତନ କ୍ରାନ୍ତି ଆଣିବାକୁ ପ୍ରସ୍ତୁତ। ଏହି ସମୟରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କଠାରୁ ସକରାତ୍ମକ ଉତ୍ସାହପୂର୍ବକ ପ୍ରତିକ୍ରିୟା ମିଳିଛି। ମହିନ୍ଦ୍ରା ବ୍ରାଣ୍ଡ ଭାବେ ଆମ ଗ୍ରାହକଙ୍କ ଭରସାକୁ ଏହାପ୍ରତିବାତିଦ କରୁଛି। ମହିନ୍ଦ୍ରା ଥର ରକ୍ସର ବୁକିଂ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଗ୍ରାହକଙ୍କମାନେ ଅଧିକ ସୂଚନା ଓ ବିବରଣୀ ପାଇଁ ଆଦିତ୍ୟ ମୋଟର୍ସ ସହ ଯୋଗାଯୋଗ କରି ପାରିବେ। ଡିଲର ପ୍ରିନ୍ସିପାଲ ଆଦିତ୍ୟ ମୋଟର୍ସ କହିଛି, ଆମେ ଏହି ଲଞ୍ଚିଂ ସମାରୋହର ଆୟୋଜନ କରି ନିଜ ଗ୍ରାହକଙ୍କୁ ଏକ ବିଶେଷ ଅନୁଭୂତି ପ୍ରଦାନ କରି ଖୁସି ପ୍ରକାଶ କ
ଭୁବନେଶ୍ଵର: ପ୍ରମୁଖ ଅଟୋ ମୋବାଇଲ ଡିଲରଶିପ ଆଦିତ୍ୟ ମୋଟର୍ସ ନିଜର ଅତ୍ୟାଧୁନିକ ଶୋରୁମରେ ବହୁ ପ୍ରତୀକ୍ଷିତ ମହିନ୍ଦ୍ରା ଥର ରକ୍ସର ଲଞ୍ଚ ପାଇଁ ସ୍ଵତନ୍ତ୍ର ସମାରୋହ ଆୟୋଜିତ କରିଛି। ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ମୋଟର୍ସର ପ୍ରବନ୍ଧ ନିର୍ଦ୍ଦେଶକ ଆଦିତ୍ୟ ପାତ୍ର, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ହାସ୍ୟ ଅଭିନେତା ଗୁଡ୍ଡ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଆଞ୍ଚଳିକ ବିକ୍ରିୟ ପବନ୍ଧକ ସୁମିତ ଅରୋରା ଉପସ୍ଥିତରେ ମହିନ୍ଦ୍ରା ଥର ରକ୍ସ ଲଞ୍ଚିଂ ହୋଇଛି ।
ଉଦଘାଟନୀ ସମାରୋହରେ ୧୦୦ରୁ ଅଧିକ ସମ୍ମାନିତ ଅତିଥି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମହିନ୍ଦ୍ରା ଥର ରକ୍ସର ଅତ୍ୟାଧୁନିକ ବିଶେଷତ୍ଵ ଓ କ୍ଷମତାର ପ୍ରଦର୍ଶନ କରାଯାଇଥିଲା, ଯାହା ଏସୟୁଭି ଭାବେ ବଜାରରେ ନୂତନ କ୍ରାନ୍ତି ଆଣିବାକୁ ପ୍ରସ୍ତୁତ। ଏହି ସମୟରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କଠାରୁ ସକରାତ୍ମକ ଉତ୍ସାହପୂର୍ବକ ପ୍ରତିକ୍ରିୟା ମିଳିଛି। ମହିନ୍ଦ୍ରା ବ୍ରାଣ୍ଡ ଭାବେ ଆମ ଗ୍ରାହକଙ୍କ ଭରସାକୁ ଏହାପ୍ରତିବାତିଦ କରୁଛି।
ମହିନ୍ଦ୍ରା ଥର ରକ୍ସର ବୁକିଂ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଗ୍ରାହକଙ୍କମାନେ ଅଧିକ ସୂଚନା ଓ ବିବରଣୀ ପାଇଁ ଆଦିତ୍ୟ ମୋଟର୍ସ ସହ ଯୋଗାଯୋଗ କରି ପାରିବେ। ଡିଲର ପ୍ରିନ୍ସିପାଲ ଆଦିତ୍ୟ ମୋଟର୍ସ କହିଛି, ଆମେ ଏହି ଲଞ୍ଚିଂ ସମାରୋହର ଆୟୋଜନ କରି ନିଜ ଗ୍ରାହକଙ୍କୁ ଏକ ବିଶେଷ ଅନୁଭୂତି ପ୍ରଦାନ କରି ଖୁସି ପ୍ରକାଶ କରୁଛୁ। ମହିନ୍ଦ୍ରା ଥର ରକ୍ସ ଏକ ଗେମ ଚେଞ୍ଜର। ଆମେ ବଜାରରେ ଏହାର ପ୍ରଭାବ ଦେଖିବାକୁ ଉତ୍ସାହିତ।