ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ବଢୁଛି ଅପରାଧ, ଚେକ୍ ଦେବାକୁ ବଡ଼ ଆକ୍ସନ ପ୍ଲାନ୍

ଭୁବନେଶ୍ବର ୨୪।୫: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍‌ସିଟିରେ ବଢୁଛି ଅପରାଧ । ବସ୍ତିରୁ ବାର୍ ସବୁଠି ମାତିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ଚୋରା ନିଶା କାରବାର ସହିତ ଅପରାଧ ଘଟାଉଛନ୍ତି । ଚେକ୍ ଦେବାକୁ ନଗର ଉନ୍ନୟନ ବିଭାଗ ଓ ଅବକାରୀ ବିଭାଗର ବଡ଼ ଆକ୍ସନ ପ୍ଲାନ୍ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଆରମ୍ଭ ହୋଇଛି । ସେମାନଙ୍କ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସହରକୁ ସୁରକ୍ଷିତ ରଖିବାକୁ ଅନୁପ୍ରବେଶକାରୀ ମୁକ୍ତ କରାଯିବ । ବସ୍ତିରେ ରହୁଥିବା ଅପରାଧିଙ୍କ ଘରକୁ ଭଙ୍ଗାଯାଉଛି । ନୂଆ ବାର୍ ଖୋଲିବାକୁ ଅନୁମତି ଦେବା ସମୟରେ ଯେପରି ନିୟମ କଡାକଡି ପାଳନ ହେବ ସେନେଇ ଅବକାରୀ ବିଭାଗ ସହିତ ଆଲୋଚନା ହୋଇଛି ।ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । You Can Read:ଖରିଆର R&B ଜେଇ ସୁଶାନ୍ତ କୁମାର ସେଠୀ ଗିରଫ, ଆୟ ତୁଳନାରେ ୩୪୭ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ 

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ବଢୁଛି ଅପରାଧ, ଚେକ୍ ଦେବାକୁ ବଡ଼ ଆକ୍ସନ ପ୍ଲାନ୍

ଭୁବନେଶ୍ବର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍‌ସିଟିରେ ବଢୁଛି ଅପରାଧ । ବସ୍ତିରୁ ବାର୍ ସବୁଠି ମାତିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ଚୋରା ନିଶା କାରବାର ସହିତ ଅପରାଧ ଘଟାଉଛନ୍ତି । ଚେକ୍ ଦେବାକୁ ନଗର ଉନ୍ନୟନ ବିଭାଗ ଓ ଅବକାରୀ ବିଭାଗର ବଡ଼ ଆକ୍ସନ ପ୍ଲାନ୍ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଆରମ୍ଭ ହୋଇଛି । ସେମାନଙ୍କ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସହରକୁ ସୁରକ୍ଷିତ ରଖିବାକୁ ଅନୁପ୍ରବେଶକାରୀ ମୁକ୍ତ କରାଯିବ । ବସ୍ତିରେ ରହୁଥିବା ଅପରାଧିଙ୍କ ଘରକୁ ଭଙ୍ଗାଯାଉଛି । ନୂଆ ବାର୍ ଖୋଲିବାକୁ ଅନୁମତି ଦେବା ସମୟରେ ଯେପରି ନିୟମ କଡାକଡି ପାଳନ ହେବ ସେନେଇ ଅବକାରୀ ବିଭାଗ ସହିତ ଆଲୋଚନା ହୋଇଛି ।ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । 


You Can Read:

ଖରିଆର R&B ଜେଇ ସୁଶାନ୍ତ କୁମାର ସେଠୀ ଗିରଫ, ଆୟ ତୁଳନାରେ ୩୪୭ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ