ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା, ପୋଲିସ ସ୍କାନରରେ ଆଉ ୧୦ ଜଣ…

କଟକ ୨୬।୧୧ : କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା । ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଅବ୍‌ଦୁଲ୍‌ ସୁଲେମାନ । ଗିରଫ ହୋଇଥିବା ଅବଦୁଲ୍‌ ସୁଲେମାନଙ୍କ ଘର ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ବୋଲି ଜଣପାଡିଛି । ଅବଦୁଲ ଜଣେ ଦଲାଲ ଭାବେ ନାଵାଳିକାଙ୍କୁ ଅନୈତିକ କାମରେ ଲଗାଇଥିଲେ ବୋଲି ସୂଚନା ରହିଛି । ସେହିପରି ଏହି ଘଟଣା ସହିତ ଆଉ ୧୦ ଜଣଙ୍କ ସଂପୃକ୍ତି ଥିୂବା ଅନୁମାନ କରୁଛି । ସବୁ ସନ୍ଦିଗ୍ଧଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି । ଖୁବଶୀଘ୍ର ସମସ୍ତଙ୍କୁ ଖୋଜି ବାହାର କରାଯିବ ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା ।    