ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ, ଗିରଫଦାରୀ ସଂଖ୍ୟା ୪ରେ ପହଞ୍ଚିଲା

କଟକ ୭।୧୨: କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବାରିପଦା ଅଞ୍ଚଳର ସୁନୀତା ଦାସ । ନାବାଳିକା ଚାଲାଣ ଓ ଅନୈତିକ କାର୍ଯ୍ୟରେ ନିୟୋଜିତ କରିବା ଘଟଣାରେ ଗିରଫଦାରୀ ସଂଖ୍ୟା ୪ରେ ପହଞ୍ଚିଛି । ସୁନୀତା ନାବାଳିକା ଚାଲାଣ ଘଟଣାରେ ଦଲାଲି କାର୍ଯ୍ୟ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।You Can Read:କୋଣାର୍କ ମନ୍ଦିର ଗର୍ଭଗୃହରୁ ବାଲି କାଢିବାର ସ୍ଥିତି ଅନୁଧ୍ୟାନ, ବୁଲିଦେଖିଲେ ASI ଟିମ୍

ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ, ଗିରଫଦାରୀ ସଂଖ୍ୟା ୪ରେ ପହଞ୍ଚିଲା

କଟକ ୭।୧୨: କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବାରିପଦା ଅଞ୍ଚଳର ସୁନୀତା ଦାସ । ନାବାଳିକା ଚାଲାଣ ଓ ଅନୈତିକ କାର୍ଯ୍ୟରେ ନିୟୋଜିତ କରିବା ଘଟଣାରେ ଗିରଫଦାରୀ ସଂଖ୍ୟା ୪ରେ ପହଞ୍ଚିଛି । ସୁନୀତା ନାବାଳିକା ଚାଲାଣ ଘଟଣାରେ ଦଲାଲି କାର୍ଯ୍ୟ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

You Can Read:

କୋଣାର୍କ ମନ୍ଦିର ଗର୍ଭଗୃହରୁ ବାଲି କାଢିବାର ସ୍ଥିତି ଅନୁଧ୍ୟାନ, ବୁଲିଦେଖିଲେ ASI ଟିମ୍