ବାଇକ୍‌କୁ ଧକ୍କା ଦେଲା ଟ୍ରକ, ଦୁଇ ଆରୋହୀ ମୃତ

ବଲାଙ୍ଗୀର ୧୫।୦୬: ବଲାଙ୍ଗୀର ଜିଲ୍ଲା ଜାତୀୟ ରାଜପଥ ମଧିଆପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା ଟ୍ରକ । ଯେଉଁଥିରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । ଖବର ଅନୁଯାୟୀ,  ଛତିଶଗଡ଼ ନମ୍ବର ଥିବା ବାଇକ୍‌ରେ ଦୁଇ ଜଣ ଆରୋହୀ ବଲାଙ୍ଗୀର ପଟକୁ ଆସୁଥିବା ବେଳେ ଏକ ଟ୍ରକ ଧକ୍କା ଦେଇଥିଲା । ବଲାଙ୍ଗୀର ଜାତୀୟ ରାଜପଥ ମଧିଆପାଲି ନିକଟରେ ଘଟିଥିବା ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।  

ବାଇକ୍‌କୁ ଧକ୍କା ଦେଲା ଟ୍ରକ, ଦୁଇ ଆରୋହୀ ମୃତ

ବଲାଙ୍ଗୀର ୧୫।୦୬: ବଲାଙ୍ଗୀର ଜିଲ୍ଲା ଜାତୀୟ ରାଜପଥ ମଧିଆପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା ଟ୍ରକ । ଯେଉଁଥିରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । 

ଖବର ଅନୁଯାୟୀ,  ଛତିଶଗଡ଼ ନମ୍ବର ଥିବା ବାଇକ୍‌ରେ ଦୁଇ ଜଣ ଆରୋହୀ ବଲାଙ୍ଗୀର ପଟକୁ ଆସୁଥିବା ବେଳେ ଏକ ଟ୍ରକ ଧକ୍କା ଦେଇଥିଲା । ବଲାଙ୍ଗୀର ଜାତୀୟ ରାଜପଥ ମଧିଆପାଲି ନିକଟରେ ଘଟିଥିବା ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।