ବାଜିବ ଡିଜେ ଆସିବନି ବର

ନା ଅଛି ବର ନା ଅଛି କନ୍ୟା। ନା ଆସିବେ ବରଯାତ୍ରୀ ନା ବିଦା ହେବ ଝିଅ। କେବଳ ଅତିଥି ଆସିବେ, ନାଚିଗାଇ ଖାଇପିଇ ଘରକୁ ଯିବେ। ଏବେକାର ନୂଆ ଟ୍ରେଣ୍ଡ୍ ମିଛ ବାହାଘର ।

ବାଜିବ ଡିଜେ ଆସିବନି ବର
Array