ବାପା ପୁଅ, ବୋହୂକୁ ନିଆଁ ଲଗାଇବା ପରେ ମା’ ବନ୍ଦଘରେ ଶିଶୁ କନ୍ୟା ସହ ନିଜକୁ ଜାଳିଲେ: ଝିଅ ପରେ ମା’ଙ୍କ…

କଟକ,୪।୧୨: ଜଗତପୁର ଥାନା ଅନ୍ତର୍ଗତ ଅତୋ ଗାଁରେ ମା’ ଶିଶୁକନ୍ୟା ଓ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଶିଶୁ କନ୍ୟା ପରେ ହସ୍ପିଟାଲରେ ମା’ଙ୍କ ମୃତ୍ୟୁ ଘଟିଛି। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ପାରିବାରିକ ଅଶାନ୍ତି କାରଣରୁ ଛୁଆ ସହ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା’। ଗୁରୁତର ଅବସ୍ଥାରେ ମା’ଓ ୪ ମାସର ଶିଶୁ କନ୍ୟାକୁ କଟକ […] The post ବାପା ପୁଅ, ବୋହୂକୁ ନିଆଁ ଲଗାଇବା ପରେ ମା’ ବନ୍ଦଘରେ ଶିଶୁ କନ୍ୟା ସହ ନିଜକୁ ଜାଳିଲେ: ଝିଅ ପରେ ମା’ଙ୍କ… appeared first on Dharitri Odia News.

ବାପା ପୁଅ, ବୋହୂକୁ ନିଆଁ ଲଗାଇବା ପରେ ମା’ ବନ୍ଦଘରେ ଶିଶୁ କନ୍ୟା ସହ ନିଜକୁ ଜାଳିଲେ: ଝିଅ ପରେ ମା’ଙ୍କ…

କଟକ,୪।୧୨: ଜଗତପୁର ଥାନା ଅନ୍ତର୍ଗତ ଅତୋ ଗାଁରେ ମା’ ଶିଶୁକନ୍ୟା ଓ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଶିଶୁ କନ୍ୟା ପରେ ହସ୍ପିଟାଲରେ ମା’ଙ୍କ ମୃତ୍ୟୁ ଘଟିଛି। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ପାରିବାରିକ ଅଶାନ୍ତି କାରଣରୁ ଛୁଆ ସହ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା’। ଗୁରୁତର ଅବସ୍ଥାରେ ମା’ଓ ୪ ମାସର ଶିଶୁ କନ୍ୟାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ଘର ବନ୍ଦ କରି ନିଆଁ ଲଗାଇଦେଇଥିଲା ମା’ସୁଚିସ୍ମିତା। ଘଟଣାରେ ସୁଚିସ୍ମିତାଙ୍କ ସ୍ବାମୀଙ୍କୁ ଅଟକ ରଖି ଜଗତପୁର ପୋଲିସ ତଦନ୍ତ କରୁଛି।

The post ବାପା ପୁଅ, ବୋହୂକୁ ନିଆଁ ଲଗାଇବା ପରେ ମା’ ବନ୍ଦଘରେ ଶିଶୁ କନ୍ୟା ସହ ନିଜକୁ ଜାଳିଲେ: ଝିଅ ପରେ ମା’ଙ୍କ… appeared first on Dharitri Odia News.