ବାପାଙ୍କୁ ଜାବୁଡ଼ି ଧରି ଶେଷଥର ପାଇଁ ଗେଲ କରି କାନ୍ଦିଲେ ଅନୁଭବ
କଟକ,୧୫ା୨: ଓଲିଉଡ୍ ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କର ଗୁରୁବାର ପରଲୋକ ହୋଇଛି। ଏଥିରେ ପୂରା ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ। ଦୀର୍ଘଦିନ ଧରି ଅନୁଭବଙ୍କ ବାପା କିଡ୍ନୀ ରୋଗରେ ପୀଡ଼ିତ ଥିଲେ। ତେବେ ଆଜି ତାଙ୍କର ଦେହାନ୍ତ ହୋଇଛି। ବାପାଙ୍କୁ ହରାଇ ଅନୁଭବ ଏକପ୍ରକାର ଭାଙ୍ଗି ପଡ଼ିଛନ୍ତି। ବାପାଙ୍କୁ ତାଙ୍କ ପାଖରୁ ଆଦୌ ଯିବାକୁ ଦେଉନାହାନ୍ତି ଅନୁଭବ। ବେଡ୍ରେ ତାଙ୍କ ବାପା ଶେଷ ନିଦ୍ରାରେ ଶୋଇଥିବା ବେଳେ ଛୋଟ ପିଲାଙ୍କ ପରି […] The post ବାପାଙ୍କୁ ଜାବୁଡ଼ି ଧରି ଶେଷଥର ପାଇଁ ଗେଲ କରି କାନ୍ଦିଲେ ଅନୁଭବ appeared first on Dharitri Odia News.
କଟକ,୧୫ା୨: ଓଲିଉଡ୍ ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କର ଗୁରୁବାର ପରଲୋକ ହୋଇଛି। ଏଥିରେ ପୂରା ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ। ଦୀର୍ଘଦିନ ଧରି ଅନୁଭବଙ୍କ ବାପା କିଡ୍ନୀ ରୋଗରେ ପୀଡ଼ିତ ଥିଲେ। ତେବେ ଆଜି ତାଙ୍କର ଦେହାନ୍ତ ହୋଇଛି।
ବାପାଙ୍କୁ ହରାଇ ଅନୁଭବ ଏକପ୍ରକାର ଭାଙ୍ଗି ପଡ଼ିଛନ୍ତି। ବାପାଙ୍କୁ ତାଙ୍କ ପାଖରୁ ଆଦୌ ଯିବାକୁ ଦେଉନାହାନ୍ତି ଅନୁଭବ। ବେଡ୍ରେ ତାଙ୍କ ବାପା ଶେଷ ନିଦ୍ରାରେ ଶୋଇଥିବା ବେଳେ ଛୋଟ ପିଲାଙ୍କ ପରି କାନ୍ଦୁଛନ୍ତି ଅନୁଭବ। ଖାଲି ଏତିକି ନୁହେଁ, ସେ ତାଙ୍କ ବାପାଙ୍କୁ ଜାବୁଡ଼ି ଧରି ଶେଷଥର ପାଇଁ ଗେଲ ବି କରୁଛନ୍ତି। ଏହି ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି।
The post ବାପାଙ୍କୁ ଜାବୁଡ଼ି ଧରି ଶେଷଥର ପାଇଁ ଗେଲ କରି କାନ୍ଦିଲେ ଅନୁଭବ appeared first on Dharitri Odia News.