ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ
କଟକ ୧୮।୭: ବାରବାଟୀ କଟକ ନିର୍ବାଚନ ମଣ୍ଡଳୀ ଅଧୀନରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ଅଫିସିଆଲ୍ ରିଭ୍ୟୁ କରିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସର୍କିଟ ହାଉସ ଠାରେ ଆୟୋଜିତ ଏହି ରିଭ୍ୟୁ ବୈଠକରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ବିଧାୟିକା । ବର୍ତ୍ତମାନ ସମୟରେ ଚାଲିଥିବା ନିର୍ମାଣ ମାନଙ୍କର କାର୍ଯ୍ୟର କ’ଣ ସ୍ଥିତି ରହିଛି, କେଉଁଠିକା ସଂସ୍ଥା କାର୍ଯ୍ୟ କରୁଛନ୍ତି ଓ ନିର୍ମାଣ ଅବଧି କେତେ ମାସ ରହିଛି ତାହା ପଚାରି ବୁଝିଥିଲେ । ଏହି ସମୟରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ମାନେ କାର୍ଯ୍ୟର ନକ୍ସା ମଧ୍ୟ ବିଧାୟିକାଙ୍କୁ ଦେଖାଇଥିଲେ । ବିଶେଷ କରି ଶିଶୁ ଭବନ, ଚହଟା ନଦୀବନ୍ଧ ଓ ଅନ୍ୟ ନିର୍ମାଣାଧୀନ ପ୍ରକଳ୍ପ ଉପରେ ସବିଶେଷ ଆଲୋଚନା ହୋଇଥିବା କଥା କହିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ ।You Can Read:ରତ୍ନଭଣ୍ଡାର ଭିତରେ ବାହାରିଲାନି ସାପ, ଆମକୁ ଭିତରକୁ ଯିବାକୁ ପଡିଲା ନାହିଁ : ଶୁଭେନ୍ଦୁ ମଲ୍ଲିକ
କଟକ ୧୮।୭: ବାରବାଟୀ କଟକ ନିର୍ବାଚନ ମଣ୍ଡଳୀ ଅଧୀନରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ଅଫିସିଆଲ୍ ରିଭ୍ୟୁ କରିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସର୍କିଟ ହାଉସ ଠାରେ ଆୟୋଜିତ ଏହି ରିଭ୍ୟୁ ବୈଠକରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ବିଧାୟିକା । ବର୍ତ୍ତମାନ ସମୟରେ ଚାଲିଥିବା ନିର୍ମାଣ ମାନଙ୍କର କାର୍ଯ୍ୟର କ’ଣ ସ୍ଥିତି ରହିଛି, କେଉଁଠିକା ସଂସ୍ଥା କାର୍ଯ୍ୟ କରୁଛନ୍ତି ଓ ନିର୍ମାଣ ଅବଧି କେତେ ମାସ ରହିଛି ତାହା ପଚାରି ବୁଝିଥିଲେ । ଏହି ସମୟରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ମାନେ କାର୍ଯ୍ୟର ନକ୍ସା ମଧ୍ୟ ବିଧାୟିକାଙ୍କୁ ଦେଖାଇଥିଲେ । ବିଶେଷ କରି ଶିଶୁ ଭବନ, ଚହଟା ନଦୀବନ୍ଧ ଓ ଅନ୍ୟ ନିର୍ମାଣାଧୀନ ପ୍ରକଳ୍ପ ଉପରେ ସବିଶେଷ ଆଲୋଚନା ହୋଇଥିବା କଥା କହିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ ।
You Can Read:
ରତ୍ନଭଣ୍ଡାର ଭିତରେ ବାହାରିଲାନି ସାପ, ଆମକୁ ଭିତରକୁ ଯିବାକୁ ପଡିଲା ନାହିଁ : ଶୁଭେନ୍ଦୁ ମଲ୍ଲିକ