ବାରରେ ଡାନ୍ସ ହେଲେ ବ୍ୟାନ ହେବ ଲାଇସେନ୍ସ
ଭୁବନେଶ୍ୱର : ବାରରେ ଗୀତ ଗାଇବା ଛଡା ନାଚ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ । ଗାଇଡ଼ଲାଇନ କୁ ଉଲଂଘନ କଲେ ନିଆଯିବ କୋଠର କାର୍ଯ୍ୟାନୁଷ୍ଠାନ । ମ୍ୟୁଜିକ ସାଉଣ୍ଡ ଧାର୍ଯ୍ୟ ଡେସିବଲ ଠାରୁ ଅଧିକ ହେଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଯେଉଁମାନେ ଗାଇଡ ଲାଇନ ଉଲଂଘନ କରିବେ ସେଥିପାଇଁ ସେହି ଲାଇସେନ୍ସି ତାର ଦାୟୀ ରହିବ । ବାରରେ ନାଚାଇଲେ ସେହି ଲାଇସେନ୍ସିର ଲାଇସେନ୍ସକୁ ରଦ୍ଦ କରିବେ ସରକାର । ଓଡ଼ିଆ ଅସ୍ମିତା […]

ଭୁବନେଶ୍ୱର : ବାରରେ ଗୀତ ଗାଇବା ଛଡା ନାଚ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ । ଗାଇଡ଼ଲାଇନ କୁ ଉଲଂଘନ କଲେ ନିଆଯିବ କୋଠର କାର୍ଯ୍ୟାନୁଷ୍ଠାନ । ମ୍ୟୁଜିକ ସାଉଣ୍ଡ ଧାର୍ଯ୍ୟ ଡେସିବଲ ଠାରୁ ଅଧିକ ହେଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଯେଉଁମାନେ ଗାଇଡ ଲାଇନ ଉଲଂଘନ କରିବେ ସେଥିପାଇଁ ସେହି ଲାଇସେନ୍ସି ତାର ଦାୟୀ ରହିବ । ବାରରେ ନାଚାଇଲେ ସେହି ଲାଇସେନ୍ସିର ଲାଇସେନ୍ସକୁ ରଦ୍ଦ କରିବେ ସରକାର । ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟ କେବେ ଓଡିଶାରେ କରିବାକୁ ଦିଆଯିବନି ।