ବିପାଶାଙ୍କ କମ୍ବ୍ୟାକ୍
ବିପାଶା ବସୁ ନବେ ଦଶକର ଜଣେ ଆଗଧାଡିର ନାୟିକା ଭାବେ ଦର୍ଶକଙ୍କ ଅନେକ ଦିନ ମନୋରଞ୍ଜନ କରିଛନ୍ତି । ତାଙ୍କର ଅନେକ ହିଟ୍ ଫିଲ୍ମ ଏବେ ବି ଦର୍ଶକଙ୍କ ହୃଦୟରେ ରାଜ କରିଥାଏ । ତେବେ ବିବାହ ଓ ସନ୍ତାନ ପରେ ଦୀପିକା ବଡ ପରଦାରୁ ବ୍ରେକ ନେଇଥିଲେ । ହେଲେ ପୁଣି ଫେରିବାକୁ ଯାଉଛନ୍ତି ବିପାଶା ଏନେଇ ନିଜେ ସେ ହିଣ୍ଟ୍ ଦେଇଥିବା ଚର୍ଚ୍ଚା ହେଉଛି । ଏକ ସାକ୍ଷାତକାରରେ ବିପାଶା କମ୍ବ୍ୟାକ କରିବାକୁ ଚାହୁଁଛନ୍ତି, […]

ବିପାଶା ବସୁ ନବେ ଦଶକର ଜଣେ ଆଗଧାଡିର ନାୟିକା ଭାବେ ଦର୍ଶକଙ୍କ ଅନେକ ଦିନ ମନୋରଞ୍ଜନ କରିଛନ୍ତି । ତାଙ୍କର ଅନେକ ହିଟ୍ ଫିଲ୍ମ ଏବେ ବି ଦର୍ଶକଙ୍କ ହୃଦୟରେ ରାଜ କରିଥାଏ । ତେବେ ବିବାହ ଓ ସନ୍ତାନ ପରେ ଦୀପିକା ବଡ ପରଦାରୁ ବ୍ରେକ ନେଇଥିଲେ । ହେଲେ ପୁଣି ଫେରିବାକୁ ଯାଉଛନ୍ତି ବିପାଶା ଏନେଇ ନିଜେ ସେ ହିଣ୍ଟ୍ ଦେଇଥିବା ଚର୍ଚ୍ଚା ହେଉଛି । ଏକ ସାକ୍ଷାତକାରରେ ବିପାଶା କମ୍ବ୍ୟାକ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସେ ଏକ ଭଲ ସ୍କ୍ରିପଟର ଅପେକ୍ଷା କରିଥିବାନେଇ ପ୍ରକାଶ କରିଛନ୍ତି । ସେହିଭଳି ଦୀର୍ଘ ୨୦ ବର୍ଷ ଧରି ସେ ପ୍ରତିଦିନ ଅଭିନୟ କରୁଥିଲେ ତେଣୁ ବର୍ତ୍ତମାନ ସେ ଅଭିନୟକୁ ମିସ କରୁଛନ୍ତି । ସେହିଭଳି ଭଲ ସ୍କ୍ରପ୍ଟ ମିଳିଲେ ସେ ଖୁବ ଶୀଘ୍ର ପରଦାକୁ ଫେରିବେ ବୋଲି ପ୍ରକାଶ କରିଛନ୍ତି । ଏହି ଖବର ତାଙ୍କ ଫ୍ୟାନ୍ଙ୍କୁ ଖୁବ ଖୁସି ଦେଇଛି, ସେମାନେ ନିଜର ପ୍ରିୟ ହିରୋଇନ୍ଙ୍କୁ ପରଦାରେ ଦେଖିବାକୁ ଅପେକ୍ଷା କରିଥିବା ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।