ବାଲି ଚୋରାଚାଲଣରେ ଲାଗିବ ରୋକ୍

ବାଲି ଚୋରାଚାଲଣରେ ଲାଗିବ ରୋକ୍। ନୂଆ ସରକାରଙ୍କ ନୂଆ SOPରେ ବାଲି ଖାଦାନକୁ ନେଇ ଆସିଛି କଡ଼ା ନିୟମ। ବ୍ଲକ ମାର୍ଫତରେ ରହିବ ବାଲି ଘାଟ, ପଞ୍ଚାୟତକୁ ମିଳିବ ପରିଚାଳନା ଦାୟିତ୍ୱ। ତାସହିତ ବାଲି ଖାଦାନରେ ସୁରକ୍ଷା ଗାର୍ଡ ମୁତୟନ ସହ ଲାଗିବ CCTV। ଆଉ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ କମିଟି ସୋର୍ସ ଚିହ୍ନଟ କରି ବିଡିଓଙ୍କ ମାର୍ଫତରେ ଦେବେ।

ବାଲି ଚୋରାଚାଲଣରେ ଲାଗିବ ରୋକ୍
Array