ବାଲୁକା କଳାରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଦେଲେ ଧନ୍ୟବାଦ
ପୁରୀ ୧୪/୦୬: ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଶୁଭେଚ୍ଛା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ତାଙ୍କ ବାଲୁକା କଳା ମାଧ୍ୟ୍ୟମରେ ଜଣାଇଛନ୍ତି ଶୁଭେଚ୍ଛା । କୋଟି କୋଟି ଭାରତବାସୀଙ୍କ ତରଫରୁ ଆମର ଓଡିଶା ର ନୂଆ ମୁଖ୍ୟମନ୍ତ୍ରୀ ରୂପେ ଜଣାଇଛନ୍ତି । ତାଙ୍କର ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲିବାର ନିଷ୍ପତ୍ତି ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଏକ ଆଶୀର୍ବାଦ ପାଲଟିଛି ଓ ଖୁସୀର ଲହରୀ ଖେଳିଯାଇଛି । ଏହାସହ ଅଗଣିତ ଜଗନ୍ନାଥ ପ୍ରେମୀ ତାଙ୍କୁ ଧନ୍ୟବାଦ ଜଣାଇବାର ଦୃଶ୍ୟ ମାନସ ସାହୁ ତାଙ୍କ ବାଲୁକା କଳାରେ ଦର୍ଶାଇଛନ୍ତି |
ପୁରୀ ୧୪/୦୬: ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଶୁଭେଚ୍ଛା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ତାଙ୍କ ବାଲୁକା କଳା ମାଧ୍ୟ୍ୟମରେ ଜଣାଇଛନ୍ତି ଶୁଭେଚ୍ଛା । କୋଟି କୋଟି ଭାରତବାସୀଙ୍କ ତରଫରୁ ଆମର ଓଡିଶା ର ନୂଆ ମୁଖ୍ୟମନ୍ତ୍ରୀ ରୂପେ ଜଣାଇଛନ୍ତି ।
ତାଙ୍କର ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲିବାର ନିଷ୍ପତ୍ତି ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଏକ ଆଶୀର୍ବାଦ ପାଲଟିଛି ଓ ଖୁସୀର ଲହରୀ ଖେଳିଯାଇଛି । ଏହାସହ ଅଗଣିତ ଜଗନ୍ନାଥ ପ୍ରେମୀ ତାଙ୍କୁ ଧନ୍ୟବାଦ ଜଣାଇବାର ଦୃଶ୍ୟ ମାନସ ସାହୁ ତାଙ୍କ ବାଲୁକା କଳାରେ ଦର୍ଶାଇଛନ୍ତି |