ବାଲେଶ୍ୱରରେ ଅଗ୍ନିବର୍ଷା, ୪୬ ଛୁଇଁଲା ପାରଦ
ଭୁବନେଶ୍ୱର,୩୦।୪: ବାଲେଶ୍ୱରରେ ଅଗ୍ନିବର୍ଷା। ୪୬ ଡିଗ୍ରୀ ଛୁଇଁଲା ତାତି। ଆଜି ଦିନ ୨.୩୦ ସୁଦ୍ଧା ବାଲେଶ୍ୱର ତାପମାତ୍ରା ୪୬ ଡିଗ୍ରୀ, ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପଟେ, ସାଢ଼େ ୧୧ ସୁଦ୍ଧା ତାପମାତ୍ରା ୪୪ ଟପିଛି। ବାଲେଶ୍ବର ୪୪.୧ ଡିଗ୍ରୀ ସେଲସିୟସ ସହ ସର୍ବାଧିକ ରହିଥିବା ଭୁବନେଶ୍ବର ୪୩.୬, ଝାରସୁଗୁଡ଼ା ୪୨.୫ ଡିଗ୍ରୀ ରହିଥିଲା। The post ବାଲେଶ୍ୱରରେ ଅଗ୍ନିବର୍ଷା, ୪୬ ଛୁଇଁଲା ପାରଦ appeared first on Dharitri Odia News.
ଭୁବନେଶ୍ୱର,୩୦।୪: ବାଲେଶ୍ୱରରେ ଅଗ୍ନିବର୍ଷା। ୪୬ ଡିଗ୍ରୀ ଛୁଇଁଲା ତାତି। ଆଜି ଦିନ ୨.୩୦ ସୁଦ୍ଧା ବାଲେଶ୍ୱର ତାପମାତ୍ରା ୪୬ ଡିଗ୍ରୀ, ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପଟେ, ସାଢ଼େ ୧୧ ସୁଦ୍ଧା ତାପମାତ୍ରା ୪୪ ଟପିଛି। ବାଲେଶ୍ବର ୪୪.୧ ଡିଗ୍ରୀ ସେଲସିୟସ ସହ ସର୍ବାଧିକ ରହିଥିବା ଭୁବନେଶ୍ବର ୪୩.୬, ଝାରସୁଗୁଡ଼ା ୪୨.୫ ଡିଗ୍ରୀ ରହିଥିଲା।
The post ବାଲେଶ୍ୱରରେ ଅଗ୍ନିବର୍ଷା, ୪୬ ଛୁଇଁଲା ପାରଦ appeared first on Dharitri Odia News.