ବିଚ୍ ରାସ୍ତାରେ ଉଲଗ୍ନ ହୋଇ ବୁଲିଲେ ଦମ୍ପତ୍ତି, ଧରିବାକୁ ନାକେଦମ ହେଲା ପୋଲିସ
ନାଗପୁର ୨୯/୦୭: ବିଚ୍ ରାସ୍ତାରେ କପଲଙ୍କ ହାଇଡ୍ରାମା । କିଚିମିଟିଆ ଅନ୍ଧାର ରାତିରେ ଉଲଗ୍ନ ହୋଇ ବୁଲିଲେ ଦମ୍ପତ୍ତି । ଧରିବାକୁ ନାକେଦମ ହେଲା ପୋଲିସ । ମାହାରାଷ୍ଟ୍ର ନାଗପୁର ବଜାଜ ନଗର ଶନିବାର ଘଟିଛି ଏହି ଘଟଣା । ପାଖାପାଖି ଦୀର୍ଘ ସମୟ ଧରି ବିଚ୍ ରାସ୍ତାରେ ଚାଲିଥିଲା ହାଇଡ୍ରାମା । ଆଉ ସେଠାରେ ଥିବା ଦେଖଣାହାରୀ ଚକିତ ହୋଇପଡିଥିଲେ । ପରେ ବଜାଜ ନଗର ପୋଲିସ ଯାଞ୍ଚରୁ ଜଣାପଡିଛି ଯେ, ଦମ୍ପତ୍ତି ମାନସିକ ବିକାର ଗ୍ରସ୍ତ ଥିଲେ । ସେମାନଙ୍କ ପରିବାରକୁ ଡାକି ପରାମର୍ଶ ଦେବା ବ୍ୟତୀତ ପୋଲିସ କୌଣସି ପଦକ୍ଷେପ ନେଇ ନାହିଁ । ସୂଚନା ଥାଉକି, ରବିବାର ସକାଳେ ସୋସିଆଲ ମିଡିଆରେ ଘୁରି ବୁଲିଥିଲା ଭିଡିଓ । ଭିଡିଓରେ ଗୋଟିଏ ଦମ୍ପତ୍ତି ଉଲଗ୍ନ ହୋଇ ବୁଲୁଥିବାର ନଜର ଆସିଥିଲା । ପୋଲିସ ସୂତ୍ରରୁ ଜଣାପଡିଛି ଯେ, ପାଖରେ ବଜାଜ ନଗର ନିକଟରେ ମାନସିକ ବିକାର ଗ୍ରସ୍ତ ଦମ୍ପତ୍ତି ରହି ଚିକିତ୍ସିତ ହେଉଛନ୍ତି । ତେବେ ଶନିବାର ସେଠାରେ ଥିବା ସୁରକ୍ଷା କର୍ମୀ ନିଶା ଖାିଇ ଚୂର ହେବା ପରେ ଜଣେ ବ୍ୟକ୍ତି ବିନା ପୋଷାକରେ ବାହାରକୁ ପଳାଇ ଆସିଥିଲେ । ଯେତେବେଳେ ବ୍ୟକ୍ତି ଜଣକ ବିନା ପୋଷାକରେ ବାହାରକୁ ଚାଲି ଯାଇଥିଲେ, ସେତେବେଳେ ତାଙ୍କ ପତ୍ନୀ ମଧ୍ୟ ପିଛା କରି ପଳାଇ ଆସିଥିଲେ । ତେବେ ରାସ୍ତାରେ ଥିବା ନ୍ୟୁଡ୍ କପଲ୍ଙ୍କ ଦୃଶ୍ୟ ଯାତ୍ରୀମାନଙ୍କୁ ଚକିତ କରି ଦେଇଥିଲା । ଅନେକେ ମଧ୍ୟ ଅନୁମାନ କରିଥିଲେ ଯେ ଏହି ଦମ୍ପତି ଝଗଡା କରି ବିନା ପୋଷ
ନାଗପୁର ୨୯/୦୭: ବିଚ୍ ରାସ୍ତାରେ କପଲଙ୍କ ହାଇଡ୍ରାମା । କିଚିମିଟିଆ ଅନ୍ଧାର ରାତିରେ ଉଲଗ୍ନ ହୋଇ ବୁଲିଲେ ଦମ୍ପତ୍ତି । ଧରିବାକୁ ନାକେଦମ ହେଲା ପୋଲିସ । ମାହାରାଷ୍ଟ୍ର ନାଗପୁର ବଜାଜ ନଗର ଶନିବାର ଘଟିଛି ଏହି ଘଟଣା । ପାଖାପାଖି ଦୀର୍ଘ ସମୟ ଧରି ବିଚ୍ ରାସ୍ତାରେ ଚାଲିଥିଲା ହାଇଡ୍ରାମା । ଆଉ ସେଠାରେ ଥିବା ଦେଖଣାହାରୀ ଚକିତ ହୋଇପଡିଥିଲେ ।
ପରେ ବଜାଜ ନଗର ପୋଲିସ ଯାଞ୍ଚରୁ ଜଣାପଡିଛି ଯେ, ଦମ୍ପତ୍ତି ମାନସିକ ବିକାର ଗ୍ରସ୍ତ ଥିଲେ । ସେମାନଙ୍କ ପରିବାରକୁ ଡାକି ପରାମର୍ଶ ଦେବା ବ୍ୟତୀତ ପୋଲିସ କୌଣସି ପଦକ୍ଷେପ ନେଇ ନାହିଁ । ସୂଚନା ଥାଉକି, ରବିବାର ସକାଳେ ସୋସିଆଲ ମିଡିଆରେ ଘୁରି ବୁଲିଥିଲା ଭିଡିଓ । ଭିଡିଓରେ ଗୋଟିଏ ଦମ୍ପତ୍ତି ଉଲଗ୍ନ ହୋଇ ବୁଲୁଥିବାର ନଜର ଆସିଥିଲା ।
ପୋଲିସ ସୂତ୍ରରୁ ଜଣାପଡିଛି ଯେ, ପାଖରେ ବଜାଜ ନଗର ନିକଟରେ ମାନସିକ ବିକାର ଗ୍ରସ୍ତ ଦମ୍ପତ୍ତି ରହି ଚିକିତ୍ସିତ ହେଉଛନ୍ତି । ତେବେ ଶନିବାର ସେଠାରେ ଥିବା ସୁରକ୍ଷା କର୍ମୀ ନିଶା ଖାିଇ ଚୂର ହେବା ପରେ ଜଣେ ବ୍ୟକ୍ତି ବିନା ପୋଷାକରେ ବାହାରକୁ ପଳାଇ ଆସିଥିଲେ । ଯେତେବେଳେ ବ୍ୟକ୍ତି ଜଣକ ବିନା ପୋଷାକରେ ବାହାରକୁ ଚାଲି ଯାଇଥିଲେ, ସେତେବେଳେ ତାଙ୍କ ପତ୍ନୀ ମଧ୍ୟ ପିଛା କରି ପଳାଇ ଆସିଥିଲେ ।
ତେବେ ରାସ୍ତାରେ ଥିବା ନ୍ୟୁଡ୍ କପଲ୍ଙ୍କ ଦୃଶ୍ୟ ଯାତ୍ରୀମାନଙ୍କୁ ଚକିତ କରି ଦେଇଥିଲା । ଅନେକେ ମଧ୍ୟ ଅନୁମାନ କରିଥିଲେ ଯେ ଏହି ଦମ୍ପତି ଝଗଡା କରି ବିନା ପୋଷାକରୋ ବାହାରେ ବୁଲୁଛନ୍ତି । ଖିଛି ଆହୁରି ବି ଅନୁମାନ କରିଥିଲେ ଯେ ସେମାନେ ନିକଟସ୍ଥ ପାର୍କିଂ ହୋଇଥିବା କାରରୁ ବାହାରି ଆସିଛନ୍ତି । କିଛି ଦର୍ଶକ ଏହି ଦମ୍ପତିଙ୍କ ଆଚରଣକୁ ବିରୋଧ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଆଉ ଜଣେ ବ୍ୟକ୍ତିଙ୍କୁ ବାଡେଇଥିଲେ ।
ପ୍ରତିବାଦରେ ସେ ମଧ୍ୟ ତାଙ୍କୁ ବାଡେଇଥିଲେ । ଅନେକ ସେଲଫୋନ୍ କ୍ୟାମେରାରେ ଭିଡିଓ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ । ରବିବାର ଦିନ ଏହି ଦମ୍ପତିଙ୍କ ଭିଡିଓ ଭାଇରାଲ ହେବା ସହ ପୋଲିସ କେସ୍ରେ ଏଣ୍ଟ୍ରି ମାରିଥିଲା । ବଜାଜ ନଗର ପୋଲିସ ଷ୍ଟେସନର ବରିଷ୍ଠ ଇନ୍ସପେକ୍ଟର ଭିତାଲ ରାଜପୁତ କହିଛନ୍ତି ଯେ ରବିବାର ସକାଳେ ଏହି ଦମ୍ପତିଙ୍କୁ ଚିହ୍ନଟ କରାଯାଇଥିଲା କିନ୍ତୁ ମାନସିକ ଚାପଗ୍ରସ୍ତ ଥିବା ପରି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନାହିଁ, ଯାହା ମଧ୍ୟ ଯାଞ୍ଚ କରାଯାଇଥିଲା ।
ରାଜପୁତ କହିଛନ୍ତି, “ଆମେ ଦମ୍ପତି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଡକାଇଥିଲୁ, ଯେଉଁମାନେ ସର୍ବସାଧାରଣ ସ୍ଥାନରେ ଏପରି ଅନିୟନ୍ତ୍ରିତ ଆଚରଣ ବିରୋଧରେ ପରାମର୍ଶ ଦିଆଯାଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମାନସିକ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଏହି ଦମ୍ପତ୍ତିଙ୍କୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇନି ।