ବିଜେଡି କାର୍ଯ୍ୟକାରିଣୀ…ବିଦ୍ରୋହ ଆଶଙ୍କାରେ ଚାପିଦେଲେ? 

ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ । କିନ୍ତୁ ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା ପାଇଁ ସାହସ ଜୁଟାଇ ପାରିଲେନି। ଯାହାକୁ ନେଇ ଦଳ ଭିତରେ ଏବେଠୁ ଅସନ୍ତୋଷ ଦେଖାଦେଲାଣି । କିନ୍ତୁ ଦଳ କହୁଛି ସବୁ କିଛି ଠିକ୍ ସମୟରେ ହେବ । ମାତ୍ର ଦଳ ପରିଚାଳନାକୁ ନେଇ ବରିଷ୍ଠଙ୍କଠାରୁ କନିଷ୍ଠ ନେତାଙ୍କ ଯାଏଁ ବୟାନବାଜି, ନବୀନଙ୍କ ମୁଣ୍ଡ ବିନ୍ଧା ଯେ ବଢ଼ାଇ ଦେଇଛି ଏଥିରେ ସନ୍ଦେହ ନାହିଁ ।

ବିଜେଡି କାର୍ଯ୍ୟକାରିଣୀ…ବିଦ୍ରୋହ ଆଶଙ୍କାରେ ଚାପିଦେଲେ? 
Array