ବିଜେଡି ଛାଡ଼ିବା ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ଅରବିନ୍ଦ ଢାଲି: କହିଲେ ଘରବାହୁଡ଼ା କରିବି
ଭୁବନେଶ୍ୱର,୨।୩: ବିଜେଡି ଛାଡ଼ିବା ପରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଘରବାହୁଡ଼ା କରିବି। ରବିବାର ଭାଜପା ଯୋଗଦେବି। ତେବେ କ’ଣ ଦାୟିତ୍ୱ ଦିଆଯିବ ତାହା ଦଳ ନିଷ୍ପତ୍ତି ନେବ। ଲୋକଙ୍କ ମତାମତ ଗ୍ରହଣ କରି ନିଷ୍ପତ୍ତି ନେଇଛି। The post ବିଜେଡି ଛାଡ଼ିବା ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ଅରବିନ୍ଦ ଢାଲି: କହିଲେ ଘରବାହୁଡ଼ା କରିବି appeared first on Dharitri Odia News.
ଭୁବନେଶ୍ୱର,୨।୩: ବିଜେଡି ଛାଡ଼ିବା ପରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଘରବାହୁଡ଼ା କରିବି। ରବିବାର ଭାଜପା ଯୋଗଦେବି। ତେବେ କ’ଣ ଦାୟିତ୍ୱ ଦିଆଯିବ ତାହା ଦଳ ନିଷ୍ପତ୍ତି ନେବ। ଲୋକଙ୍କ ମତାମତ ଗ୍ରହଣ କରି ନିଷ୍ପତ୍ତି ନେଇଛି।
The post ବିଜେଡି ଛାଡ଼ିବା ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ଅରବିନ୍ଦ ଢାଲି: କହିଲେ ଘରବାହୁଡ଼ା କରିବି appeared first on Dharitri Odia News.