ବିଜେଡି ଛାଡିଲେ ଜିତୁ ମିତ୍ର
ଖୋର୍ଦ୍ଧା : ଖୋର୍ଦ୍ଧା ରାଜନୀତିରେ ରୋଚକ ମୋଡ଼ I ବିଜେଡି ଛାଡିଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର I ଗୁରୁବାର ବିଜେଡି ଛାଡି ସେ ବିଜେପିରେ ସାମିଲ ହୋଇଛନ୍ତି। ତେବେ ଜିତୁ ଭାଜପାରେ ମିଶୁମିଶୁ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ ଶୋ’ରେ ସେ ସାମିଲ ହୋଇଛନ୍ତି ଜିତୁ ।