‘ବିଜେଡି ପାଣ୍ଠି ଉପରେ ଆଖେଇଛନ୍ତି ପାଣ୍ଡିଆନ’

ବିଜେଡିରେ ଭି.କେ ପାଣ୍ଡିଆନଙ୍କ ନାଁ ନେବାରୁ ଚିହିଁକି ପଡୁଛନ୍ତି ନେତା।

‘ବିଜେଡି ପାଣ୍ଠି ଉପରେ ଆଖେଇଛନ୍ତି ପାଣ୍ଡିଆନ’

ବିଜେଡିରେ ଭି.କେ ପାଣ୍ଡିଆନଙ୍କ ନାଁ ନେବାରୁ ଚିହିଁକି ପଡୁଛନ୍ତି ନେତା। ହେଲେ ବରିଷ୍ଠ ନେତାଙ୍କୁ ଯେଉଁଭଳି ଦଳରେ ଆକ୍ଷେପ କରାଯାଉଛି ତାକୁ ନାପସନ୍ଦ କରିଛନ୍ତି ଦଳର କିଛି ନେତା। ଏହା ପଛରେ ପାଣ୍ଡିଆନଙ୍କ ଚାଲ ଥିବା କହିଛନ୍ତି ମାନସ ବସ୍ତିଆ। ଏପରିକି ଏବେ ବି ପାଣ୍ଡିଆନ ବିଜେଡିକୁ ଅପରେଟ କରୁଛନ୍ତି, ଦଳୀୟ ପାଣ୍ଠିକୁ ହଡପ କରିବାକୁ ବଡ ଚକ୍ରାନ୍ତ କରିଥିବା କଥା ସେ କହିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ ।