ବିଜେପିରୁ ବହିଷ୍କୃତ ହେଲେ ହିମାଂଶୁ ଶେଖର ସାହୁ, ଧର୍ମଶାଳାରୁ ଲଢୁଛନ୍ତି ସ୍ବାଧୀନ
ଭୁବନେଶ୍ବର ୨୯।୫: ବିଜେପିରୁ ହିମାଂଶୁ ଶେଖର ସାହୁ ବହିଷ୍କୃତ ହୋଇଛନ୍ତି । ବିଜେପି ଦଳରୁ ହିମାଂଶୁ ଶେଖର ସାହୁଙ୍କୁ ବହିଷ୍କୃତ କରାଯାଇଛି । ଦଳବିରୋଧି କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ କରାଯାଇଛି । ଦଳ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ହିମାଂଶୁଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଜଣାପଡିଛି । ତେବେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ହିମାଂଶୁ ଶେଖର ସାହୁ ଲଢୁଛନ୍ତି । You Can Read :ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ, ସମ୍ପନ୍ନ ହେଲା ରଥ ଚକ ଅଖ ଡେରା କାର୍ଯ୍ୟ
ଭୁବନେଶ୍ବର ୨୯।୫: ବିଜେପିରୁ ହିମାଂଶୁ ଶେଖର ସାହୁ ବହିଷ୍କୃତ ହୋଇଛନ୍ତି । ବିଜେପି ଦଳରୁ ହିମାଂଶୁ ଶେଖର ସାହୁଙ୍କୁ ବହିଷ୍କୃତ କରାଯାଇଛି । ଦଳବିରୋଧି କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ କରାଯାଇଛି । ଦଳ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ହିମାଂଶୁଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଜଣାପଡିଛି ।
ତେବେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ହିମାଂଶୁ ଶେଖର ସାହୁ ଲଢୁଛନ୍ତି ।
You Can Read :
ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ, ସମ୍ପନ୍ନ ହେଲା ରଥ ଚକ ଅଖ ଡେରା କାର୍ଯ୍ୟ