ବିଜେପିରେ ମିଶିଲେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ

ଭୁବନେଶ୍ବର ୫।୪: ବିଜେପିରେ ମିଶିଲେ ଜଗତସିଂହପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ । ଅମରେନ୍ଦ୍ରଙ୍କ ସହ ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।   ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତରେ ବିଜେପିରେ ସେ ଦଳରେ ମିଶିଛନ୍ତି ।ବିଜେପିରେ ମିଶିବା ପରେ ଅମରେନ୍ଦ୍ର ଦାସ କହିଛନ୍ତି, ଦୀର୍ଘ ଦିନ ଧରି ଗୋଟିଏ ପରିବାରରେ ଥିଲୁ । ଆମ ପ୍ରତି ଅନ୍ୟାୟ ହୋଇଛି । ଆମେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଲୁ । ଅନ୍ୟାୟ ବିରୁଦ୍ଧରେ ଜଗତସିଂହପୁର ମାଟି ସ୍ୱର ଉଠାଇଛି । ଅସୁବିଧା ସମୟରେ ଆମକୁ ସ୍ଥାନ ଦେଇଥିବାରୁ ଧନ୍ୟବାଦ ଦେଉଛୁ । You Can Read :ମହୁଲ ସଂଗ୍ରହ ପାଇଁ ଯାଉଥିଲେ, ବୃଦ୍ଧାଙ୍କୁ ଆକ୍ରମଣ କଲା ଭାଲୁ 

ବିଜେପିରେ ମିଶିଲେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ

ଭୁବନେଶ୍ବର ୫।୪: ବିଜେପିରେ ମିଶିଲେ ଜଗତସିଂହପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ । ଅମରେନ୍ଦ୍ରଙ୍କ ସହ ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।   ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତରେ ବିଜେପିରେ ସେ ଦଳରେ ମିଶିଛନ୍ତି ।

ବିଜେପିରେ ମିଶିବା ପରେ ଅମରେନ୍ଦ୍ର ଦାସ କହିଛନ୍ତି, ଦୀର୍ଘ ଦିନ ଧରି ଗୋଟିଏ ପରିବାରରେ ଥିଲୁ । ଆମ ପ୍ରତି ଅନ୍ୟାୟ ହୋଇଛି । ଆମେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଲୁ । ଅନ୍ୟାୟ ବିରୁଦ୍ଧରେ ଜଗତସିଂହପୁର ମାଟି ସ୍ୱର ଉଠାଇଛି । ଅସୁବିଧା ସମୟରେ ଆମକୁ ସ୍ଥାନ ଦେଇଥିବାରୁ ଧନ୍ୟବାଦ ଦେଉଛୁ । 

You Can Read :

ମହୁଲ ସଂଗ୍ରହ ପାଇଁ ଯାଉଥିଲେ, ବୃଦ୍ଧାଙ୍କୁ ଆକ୍ରମଣ କଲା ଭାଲୁ