ବିଜୟଠାରୁ ପାଦେ ଦୂରରେ: ନେତାନ୍ୟାହୁ
ଜେରୁଜେଲମ୍/ଗାଜା ସିଟି,୮ା୪ ଯୁଦ୍ଧର ୬ ବର୍ଷ ପୂର୍ତ୍ତି ଅବସରରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ନେତାନ୍ୟାହୁ କହିଛନ୍ତି, ଗାଜା ଯୁଦ୍ଧରେ ଇସ୍ରାଏଲ୍ ବିଜୟଠାରୁ ଆଉ ପାଦେ ଦୂରରେ ରହିଛି। କିନ୍ତୁ ଏହା ଭିତରେ ଆମକୁ ଯେଉଁ ମୂଲ୍ୟ ଦେବାକୁ ପଡ଼ିଛି, ତାହା ଯନ୍ତ୍ରଣାଦାୟକ ଓ ହୃଦୟବିଦାରକ। ହମାସ୍ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ ନ କରିବା ଯାଏ ସନ୍ଧି ହେବ ନାହିଁ। ଇସ୍ରାଏଲ୍ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ଆମତ୍ସମର୍ପଣ […] The post ବିଜୟଠାରୁ ପାଦେ ଦୂରରେ: ନେତାନ୍ୟାହୁ appeared first on Dharitri Odia News.
ଜେରୁଜେଲମ୍/ଗାଜା ସିଟି,୮ା୪ ଯୁଦ୍ଧର ୬ ବର୍ଷ ପୂର୍ତ୍ତି ଅବସରରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ନେତାନ୍ୟାହୁ କହିଛନ୍ତି, ଗାଜା ଯୁଦ୍ଧରେ ଇସ୍ରାଏଲ୍ ବିଜୟଠାରୁ ଆଉ ପାଦେ ଦୂରରେ ରହିଛି। କିନ୍ତୁ ଏହା ଭିତରେ ଆମକୁ ଯେଉଁ ମୂଲ୍ୟ ଦେବାକୁ ପଡ଼ିଛି, ତାହା ଯନ୍ତ୍ରଣାଦାୟକ ଓ ହୃଦୟବିଦାରକ। ହମାସ୍ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ ନ କରିବା ଯାଏ ସନ୍ଧି ହେବ ନାହିଁ। ଇସ୍ରାଏଲ୍ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ଆମତ୍ସମର୍ପଣ କରିବ ନାହିଁ ବୋଲି ବୋଲି ସେ ସ୍ପଷ୍ଟ କରିଛନ୍ତି।
The post ବିଜୟଠାରୁ ପାଦେ ଦୂରରେ: ନେତାନ୍ୟାହୁ appeared first on Dharitri Odia News.