ବିଧାନସଭା ବଜେଟ୍ ଅଧିବେଶନ : ଗୃହରେ ଖର୍ଚ୍ଚ ଦାବି ନେଇ ବୁଧବାରଠୁ ଆଲୋଚନା
ଭୁବନେଶ୍ବର ୨୧।୮: ବିଧାନସଭାରେ କୃଷି ଓ କୃଷକ ସଶକ୍ତି କରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି l ବୁଧବାର ଠାରୁ ଗୃହରେ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ l ଏସ୍ସି, ଏସ୍ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ରହିଛି l ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ଦୁଇ ବିରୋଧୀ ଗୃହରେ କଡା ଆଭିମୁଖ୍ୟ ରଖି ଶାସକ ଦଳକୁ ଘେରିଥିଲେ l ଗୃହରେ ହଟ୍ଟଗୋଳ ଯୋଗୁଁ ସକାଳ ବେଳା ଗୃହ ସ୍ୱାଭାବିକ ହୋପାରିନଥିଲା lYou Can Read:ପାହାଡ଼ ଉପରୁ ମିଳିଲା ୨ଟି ମୃତଦେହ, ପାଖରେ ପଡିଛି ଥଣ୍ଡା ପାନୀୟ ବୋତଲ
ଭୁବନେଶ୍ବର ୨୧।୮: ବିଧାନସଭାରେ କୃଷି ଓ କୃଷକ ସଶକ୍ତି କରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି l ବୁଧବାର ଠାରୁ ଗୃହରେ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ l ଏସ୍ସି, ଏସ୍ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ରହିଛି l
ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ଦୁଇ ବିରୋଧୀ ଗୃହରେ କଡା ଆଭିମୁଖ୍ୟ ରଖି ଶାସକ ଦଳକୁ ଘେରିଥିଲେ l ଗୃହରେ ହଟ୍ଟଗୋଳ ଯୋଗୁଁ ସକାଳ ବେଳା ଗୃହ ସ୍ୱାଭାବିକ ହୋପାରିନଥିଲା l
You Can Read:
ପାହାଡ଼ ଉପରୁ ମିଳିଲା ୨ଟି ମୃତଦେହ, ପାଖରେ ପଡିଛି ଥଣ୍ଡା ପାନୀୟ ବୋତଲ