ବିଧାନସଭାରେ ଉଠିଲା ଆଇପିଏସ୍‌ ଅଫିସର ପଣ୍ଡିତ ପ୍ରସଙ୍ଗ

ଭୁବନେଶ୍ୱର,୧।୮(ଅନିଲ ଦାସ): ଆଇପିଏସ୍‌ ଅଫିସର ପଣ୍ଡିତ ରାଜେଶ ଉତ୍ତମ ରାଓ ଜଣେ ମହିଳା ସବ୍‌ଇନ୍ସପେକ୍ଟରଙ୍କ ଘରେ ପଶି ଉତ୍ପାତ କରିଛନ୍ତି। ମହିଳା ଓ ତାଙ୍କ ସ୍ବାମୀଙ୍କୁ ମାଡ଼ ମାରିଛନ୍ତି। ଜଣେ ସ୍ବେଚ୍ଛାସେବୀ ଏହାକୁ ଲୋକଲୋଚନକୁ ଆଣିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। କିନ୍ତୁ ତାଙ୍କ ନାଁରେ ଏଫ୍‌ଆଇଆର୍‌ ହୋଇନି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବୁଧବାର ଶୂନ୍ୟକାଳରେ ଏଭଳି ଅଭିଯୋଗ କରିଛନ୍ତି। ସରକାର ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […] The post ବିଧାନସଭାରେ ଉଠିଲା ଆଇପିଏସ୍‌ ଅଫିସର ପଣ୍ଡିତ ପ୍ରସଙ୍ଗ appeared first on Dharitri Odia News.

ବିଧାନସଭାରେ ଉଠିଲା ଆଇପିଏସ୍‌ ଅଫିସର ପଣ୍ଡିତ ପ୍ରସଙ୍ଗ

ଭୁବନେଶ୍ୱର,୧।୮(ଅନିଲ ଦାସ): ଆଇପିଏସ୍‌ ଅଫିସର ପଣ୍ଡିତ ରାଜେଶ ଉତ୍ତମ ରାଓ ଜଣେ ମହିଳା ସବ୍‌ଇନ୍ସପେକ୍ଟରଙ୍କ ଘରେ ପଶି ଉତ୍ପାତ କରିଛନ୍ତି। ମହିଳା ଓ ତାଙ୍କ ସ୍ବାମୀଙ୍କୁ ମାଡ଼ ମାରିଛନ୍ତି। ଜଣେ ସ୍ବେଚ୍ଛାସେବୀ ଏହାକୁ ଲୋକଲୋଚନକୁ ଆଣିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। କିନ୍ତୁ ତାଙ୍କ ନାଁରେ ଏଫ୍‌ଆଇଆର୍‌ ହୋଇନି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବୁଧବାର ଶୂନ୍ୟକାଳରେ ଏଭଳି ଅଭିଯୋଗ କରିଛନ୍ତି। ସରକାର ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।

The post ବିଧାନସଭାରେ ଉଠିଲା ଆଇପିଏସ୍‌ ଅଫିସର ପଣ୍ଡିତ ପ୍ରସଙ୍ଗ appeared first on Dharitri Odia News.