ବିନାୟକ କଲେଜରେ ରାଗିଂ ଅଭିଯୋଗ: ଛାତ୍ରଙ୍କୁ ଚାରି ମହଲା କୋଠାରୁ ଠେଲିଦେଲେ ସହପାଠୀ
ଭବାନୀପାଟଣା,୨୯।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିନାୟକ କଲେଜରେ ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ଆସିଛି। ଏପରିକି ନିଜ ସହପାଠୀ ମାନେ ଛାତ୍ରଙ୍କୁ ତିନି ମହଲାରୁ ଠେଲି ଦେଇଥିବା ମଧ୍ୟ ଜଣାପଡିଛି। ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ନାମ ଅଙ୍କେସ ବାଗ ଓ ସେ ଯୁକ୍ତ ୨ ଦ୍ଵିତୀୟ ବର୍ଷର ଛାତ୍ର ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ କଲେଜ କର୍ତ୍ତୃପକ୍ଷ ଆସିଲା […] The post ବିନାୟକ କଲେଜରେ ରାଗିଂ ଅଭିଯୋଗ: ଛାତ୍ରଙ୍କୁ ଚାରି ମହଲା କୋଠାରୁ ଠେଲିଦେଲେ ସହପାଠୀ appeared first on Dharitri Odia News.
ଭବାନୀପାଟଣା,୨୯।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିନାୟକ କଲେଜରେ ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ଆସିଛି। ଏପରିକି ନିଜ ସହପାଠୀ ମାନେ ଛାତ୍ରଙ୍କୁ ତିନି ମହଲାରୁ ଠେଲି ଦେଇଥିବା ମଧ୍ୟ ଜଣାପଡିଛି। ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ନାମ ଅଙ୍କେସ ବାଗ ଓ ସେ ଯୁକ୍ତ ୨ ଦ୍ଵିତୀୟ ବର୍ଷର ଛାତ୍ର ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ କଲେଜ କର୍ତ୍ତୃପକ୍ଷ ଆସିଲା ପରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି।
The post ବିନାୟକ କଲେଜରେ ରାଗିଂ ଅଭିଯୋଗ: ଛାତ୍ରଙ୍କୁ ଚାରି ମହଲା କୋଠାରୁ ଠେଲିଦେଲେ ସହପାଠୀ appeared first on Dharitri Odia News.