ବିମାନବନ୍ଦରରୁ ୩.୭୭ କେଜି ସୁନା ଜବତ, ଦୁବାଇରୁ ଆସିଥିଲା ଭୁବନେଶ୍ବର

ଭୁବନେଶ୍ବର ୮।୫: ଭୁବନେଶ୍ବର ବିମାନବନ୍ଦରରୁ ଚୋରା ସୁନା ଜବତ ହୋଇଛି । ପ୍ରାୟ ୩ କେଜି ୭୭ ଗ୍ରାମର ସୁନା ଜବତ ହୋଇଛି । ଚୋରା ସୁନାକୁ ଜବତ କରିଛି କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଜବତ ସୁନାର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ୪ ଜଣ ଯାତ୍ରୀ ସୁନା ନେଇ ଦୁବାଇରୁ ଭୁବନେଶ୍ବର ଆସିଥିଲେ । ଯାତ୍ରୀଙ୍କୁ ଯାଞ୍ଚ ବେଳେ ବ୍ୟାଗରେ ସୁନା ଥିବା ଜଣାପଡିଥିଲା । ଦୁବାଇରୁ ଭୁବନେଶ୍ବରକୁ ଆସିଥିବା ସୁନା କାହା ପାଖକୁ ଆଣୁଥିଲେ ତାହାର ତଦନ୍ତ କରୁଛି ଡିଆରଆଇ । You Can Read :ଅତାବିରାରେ ବିକାଶର ହିସାବ ଦେଲେ ଭି.କେ. ପାଣ୍ଡିଆନ୍, ଯୋଡି ଶଙ୍ଖରେ ଭୋଟ୍ ଦେବାକୁ କଲେ ଅପିଲ୍

ବିମାନବନ୍ଦରରୁ ୩.୭୭ କେଜି ସୁନା ଜବତ, ଦୁବାଇରୁ ଆସିଥିଲା ଭୁବନେଶ୍ବର

ଭୁବନେଶ୍ବର ୮।୫: ଭୁବନେଶ୍ବର ବିମାନବନ୍ଦରରୁ ଚୋରା ସୁନା ଜବତ ହୋଇଛି । ପ୍ରାୟ ୩ କେଜି ୭୭ ଗ୍ରାମର ସୁନା ଜବତ ହୋଇଛି । ଚୋରା ସୁନାକୁ ଜବତ କରିଛି କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଜବତ ସୁନାର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । 

୪ ଜଣ ଯାତ୍ରୀ ସୁନା ନେଇ ଦୁବାଇରୁ ଭୁବନେଶ୍ବର ଆସିଥିଲେ । ଯାତ୍ରୀଙ୍କୁ ଯାଞ୍ଚ ବେଳେ ବ୍ୟାଗରେ ସୁନା ଥିବା ଜଣାପଡିଥିଲା । ଦୁବାଇରୁ ଭୁବନେଶ୍ବରକୁ ଆସିଥିବା ସୁନା କାହା ପାଖକୁ ଆଣୁଥିଲେ ତାହାର ତଦନ୍ତ କରୁଛି ଡିଆରଆଇ । 

You Can Read :

ଅତାବିରାରେ ବିକାଶର ହିସାବ ଦେଲେ ଭି.କେ. ପାଣ୍ଡିଆନ୍, ଯୋଡି ଶଙ୍ଖରେ ଭୋଟ୍ ଦେବାକୁ କଲେ ଅପିଲ୍