ବିଶାଖାପାଟଣାରେ ବଡ଼ ଅଘଟଣ, କାନ୍ଥ ଭୁଷୁଡି ୭ ଜଣଙ୍କ ମୃତ୍ୟୁ
ବିଶାଖାପାଟଣା : ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ବଡ଼ ଅଘଟଣ । ବରାହଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରରେ ଅଘଟଣ ହୋଇଛି । ଚନ୍ଦନ ଉତ୍ସବ ଚାଲିଥିବା ବେଳେ କାନ୍ଥ ଭୁଷୁଡି ୭ ଜଣଙ୍କ ମୃତ୍ୟୁ ହୋଇଛି । ଆହତଙ୍କୁ ଉଦ୍ଧାର କରି ମେଡକାଲରେ ଭର୍ତ୍ତି କରାଯାଇଛି । ୨୦ ଫୁଟ ଲମ୍ବର କାନ୍ଥ କେମିତି ଭୁସୁଡିଲା ତାହା ଜଣାପଡି ନାହିଁ । ଆଗକୁ ମୃତ୍ୟସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । Also read : ପ୍ରଧାନମନ୍ତ୍ରୀ ମୋଦି କଲେ ଘୋଷଣା […] The post ବିଶାଖାପାଟଣାରେ ବଡ଼ ଅଘଟଣ, କାନ୍ଥ ଭୁଷୁଡି ୭ ଜଣଙ୍କ ମୃତ୍ୟୁ appeared first on KNews Odisha.

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ବଡ଼ ଅଘଟଣ । ବରାହଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରରେ ଅଘଟଣ ହୋଇଛି । ଚନ୍ଦନ ଉତ୍ସବ ଚାଲିଥିବା ବେଳେ କାନ୍ଥ ଭୁଷୁଡି ୭ ଜଣଙ୍କ ମୃତ୍ୟୁ ହୋଇଛି । ଆହତଙ୍କୁ ଉଦ୍ଧାର କରି ମେଡକାଲରେ ଭର୍ତ୍ତି କରାଯାଇଛି । ୨୦ ଫୁଟ ଲମ୍ବର କାନ୍ଥ କେମିତି ଭୁସୁଡିଲା ତାହା ଜଣାପଡି ନାହିଁ । ଆଗକୁ ମୃତ୍ୟସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।
Also read : ପ୍ରଧାନମନ୍ତ୍ରୀ ମୋଦି କଲେ ଘୋଷଣା : ସ୍ବାଧୀନ ଭାବେ ସେନା ନିଜର ନିଷ୍ପତ୍ତି ନେଉ
The post ବିଶାଖାପାଟଣାରେ ବଡ଼ ଅଘଟଣ, କାନ୍ଥ ଭୁଷୁଡି ୭ ଜଣଙ୍କ ମୃତ୍ୟୁ appeared first on KNews Odisha.