ବିଶ୍ୱ ପାରା ଆଥଲେଟିକ୍ସରେ ସ୍ୱର୍ଣ୍ଣ ଜିତିଲେ ସିମରନ୍: ଭାରତ ପଦକ ସଂଖ୍ୟା ୧୫କୁ ବୃଦ୍ଧି
ନୂଆଦିଲ୍ଲୀ: ଜାପାନରେ ଅନୁଷ୍ଠିତ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍ର ଅନ୍ତିମ ଦିନରେ ଭାରତ ପାଇଁ ଗୌରବ ଆଣିଲେ ସିମରନ୍ ଶର୍ମା। ସିମରନ୍ ମହିଳା 200 ମିଟର T12 ଇଭେଣ୍ଟରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। T12 ବର୍ଗ ଦୃଷ୍ଟିହୀନ ଆଥଲେଟମାନଙ୍କ ପାଇଁ ଉଦ୍ଦିଷ୍ଟ। ଭାରତ ପାଖରେ ଏବେ ୬ ସ୍ୱର୍ଣ୍ଣ, ୫ ରୋପ୍ୟ ଓ ୪ ବ୍ରୋଞ୍ଚ୍ ସହ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି। ଡୋମିନିକାର ଡାର୍ଲେନିସ୍ ଦେ ଲା ସେଭେରିନୋ (25.08) ଏବଂ ଲରେନ୍ ଗୋମସ୍ ଦେ ଆଗୁଆର୍ (25.40) ଯଥାକ୍ରମେ ରୌପ୍ୟ ଏବଂ ବ୍ରୋଞ୍ଜ ଜିତିଛନ୍ତି। ପାରା କ୍ରୀଡ଼ାରେ, ଆଥଲେଟମାନେ ସମାନ ସ୍ତରର ଶାରୀରିକ ଦକ୍ଷତା ସହିତ ଶ୍ରେଣୀଭୁକ୍ତ ହୋଇଛନ୍ତି। ପ୍ରତିଯୋଗିତାରେ ସାମିଲ ହେବାକୁ ହେଲେ F46 ବର୍ଗରେ ଅନ୍ତର୍ଭୂକ୍ତ ହେବାକୁ ପଡ଼ିବ।
ନୂଆଦିଲ୍ଲୀ: ଜାପାନରେ ଅନୁଷ୍ଠିତ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍ର ଅନ୍ତିମ ଦିନରେ ଭାରତ ପାଇଁ ଗୌରବ ଆଣିଲେ ସିମରନ୍ ଶର୍ମା। ସିମରନ୍ ମହିଳା 200 ମିଟର T12 ଇଭେଣ୍ଟରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। T12 ବର୍ଗ ଦୃଷ୍ଟିହୀନ ଆଥଲେଟମାନଙ୍କ ପାଇଁ ଉଦ୍ଦିଷ୍ଟ।
ଭାରତ ପାଖରେ ଏବେ ୬ ସ୍ୱର୍ଣ୍ଣ, ୫ ରୋପ୍ୟ ଓ ୪ ବ୍ରୋଞ୍ଚ୍ ସହ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି। ଡୋମିନିକାର ଡାର୍ଲେନିସ୍ ଦେ ଲା ସେଭେରିନୋ (25.08) ଏବଂ ଲରେନ୍ ଗୋମସ୍ ଦେ ଆଗୁଆର୍ (25.40) ଯଥାକ୍ରମେ ରୌପ୍ୟ ଏବଂ ବ୍ରୋଞ୍ଜ ଜିତିଛନ୍ତି।
ପାରା କ୍ରୀଡ଼ାରେ, ଆଥଲେଟମାନେ ସମାନ ସ୍ତରର ଶାରୀରିକ ଦକ୍ଷତା ସହିତ ଶ୍ରେଣୀଭୁକ୍ତ ହୋଇଛନ୍ତି। ପ୍ରତିଯୋଗିତାରେ ସାମିଲ ହେବାକୁ ହେଲେ F46 ବର୍ଗରେ ଅନ୍ତର୍ଭୂକ୍ତ ହେବାକୁ ପଡ଼ିବ।