ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି କଂସ ଚୟନ: ବିଚାରକ ମଣ୍ଡଳୀ ବାଛିବେ ମହାରାଜ କଂସ

ବରଗଡ଼:ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି ହେବ କଂସ ଚୟନ। କଂସ ଚୟନ ପାଇଁ ଆଜି ଅଡିସନ ହେଉଛି।। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ମିଳିବ ନୂଆ କଂସ। ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ଆରମ୍ଭ ହେବ କଂସ ଚୟନ। ଚାରି ଜଣ କଳାକାରଙ୍କୁ ନେଇ ହେବ କଂସ ଚୟନ । ଆତ୍ରର୍ତ୍ତାଣ ସୁନାନୀ, ସୁଶିଲ ମେହେର,ଜଗଦାନନ୍ଦ ମିଶ୍ର ଏବଂ ଭୂବନେଶ୍ବର ପ୍ରଧାନଙ୍କୁ ନେଇ ହେବ ଚୟନ।ଏମାନଙ୍କ ଭିତରୁ ବିଚାରକ ଯାହାକୁ ଚୟନ କରିବେ ସେ […]

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି କଂସ ଚୟନ: ବିଚାରକ ମଣ୍ଡଳୀ ବାଛିବେ ମହାରାଜ କଂସ

ବରଗଡ଼:ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି ହେବ କଂସ ଚୟନ। କଂସ ଚୟନ ପାଇଁ ଆଜି ଅଡିସନ ହେଉଛି।। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ମିଳିବ ନୂଆ କଂସ। ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ଆରମ୍ଭ ହେବ କଂସ ଚୟନ। ଚାରି ଜଣ କଳାକାରଙ୍କୁ ନେଇ ହେବ କଂସ ଚୟନ । ଆତ୍ରର୍ତ୍ତାଣ ସୁନାନୀ, ସୁଶିଲ ମେହେର,ଜଗଦାନନ୍ଦ ମିଶ୍ର ଏବଂ ଭୂବନେଶ୍ବର ପ୍ରଧାନଙ୍କୁ ନେଇ ହେବ ଚୟନ।ଏମାନଙ୍କ ଭିତରୁ ବିଚାରକ ଯାହାକୁ ଚୟନ କରିବେ ସେ ହେବେ କଂସ। ୩ ଜଣିଆ ବିଚାରକ ମଣ୍ଡଳୀ ବାଛିବେ ଧନୁଯାତ୍ରା ପାଇଁ ମହାରାଜ କଂସ।

ଏଠି କହି ରଖୁ, ଜାନୁୟାରୀ ୩ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଧନୁଯାତ୍ରା। ବିଶ୍ବର ସର୍ବବୃହତ ଖୋଲା ରଂଗ ମଞ୍ଚରେ ଧନୁଯାତ୍ରା ଦେଖିବ ସାରା ବିଶ୍ୱ। ଏଥିପାଇଁ ଡିସେମ୍ବର ୪ ତାରିଖରେ ଶୁଭ ଖୁଣ୍ଟି ସ୍ଥାପନ ନେଇ ନୀତି ନିର୍ଦ୍ଧାରଣ କରାଯାଇଛି।