ବିଷାକ୍ତ ଛତୁ ଖାଇ ୫ଜଣ ବ୍ୟକ୍ତି ଗୁରୁତ୍ୱର
କଳାହାଣ୍ଡି, ୦୪/୦୭ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବାବେ ଗୁଡା ଗାଁ ରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ବ୍ୟକ୍ତି ଗୁରୁତ୍ୱର ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି । ଗୁରୁତ୍ୱର ମଧ୍ୟରେ ଦୁଇ ମହିଳା ଥିବା ବେଳେ ତିନି ଜଣ ପୁରୁଷ । ଗୁରୁତ୍ୱର ମାନେ ହେଲେ ବିଦ୍ୟା ଧର ଭରସଗଡିଆ ୯୦, ମାଧବ ଭରାଶଗଡ଼ିଆ ୫୦, ଅଷ୍ଟମୀ ଭରା ଶଗଡ଼ିଆ ୪୫, ଯୁଧିଷ୍ଠିର ଭରା ଶଗଡ଼ିଆ […] The post ବିଷାକ୍ତ ଛତୁ ଖାଇ ୫ଜଣ ବ୍ୟକ୍ତି ଗୁରୁତ୍ୱର appeared first on Odisha.News.
କଳାହାଣ୍ଡି, ୦୪/୦୭ (ଜଗନ୍ନାଥ ନାଏକ) :
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବାବେ ଗୁଡା ଗାଁ ରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ବ୍ୟକ୍ତି ଗୁରୁତ୍ୱର ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି । ଗୁରୁତ୍ୱର ମଧ୍ୟରେ ଦୁଇ ମହିଳା ଥିବା ବେଳେ ତିନି ଜଣ ପୁରୁଷ । ଗୁରୁତ୍ୱର ମାନେ ହେଲେ ବିଦ୍ୟା ଧର ଭରସଗଡିଆ ୯୦, ମାଧବ ଭରାଶଗଡ଼ିଆ ୫୦, ଅଷ୍ଟମୀ ଭରା ଶଗଡ଼ିଆ ୪୫, ଯୁଧିଷ୍ଠିର ଭରା ଶଗଡ଼ିଆ ୩୫, ଗୀତାଞ୍ଜଳି ଭରାଶଗଡିଆ ୩୦। ଗତକାଲି ବିଦ୍ୟାଧର ବିଲ ରେ ଫୁଟି ଥିବା ଛତୁ କୁ ଘରକୁ ଆଣି ରୋଷେଇ କରି ଖାଇ ଥିଲେ ଓ ପରେ ସେମାନେ ଗୁରୁତର ହୋଇ ଝାଡ଼ା ବାନ୍ତି ହେବା ପରେ ଆଜି ଧର୍ମଗଡ ମେଡିକାଲ ଆସି ଭର୍ତ୍ତି ହୋଇଛନ୍ତି । ଚିକିତ୍ସା ପରେ ସମସ୍ତେ ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡିଛି।
The post ବିଷାକ୍ତ ଛତୁ ଖାଇ ୫ଜଣ ବ୍ୟକ୍ତି ଗୁରୁତ୍ୱର appeared first on Odisha.News.