ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁ ନିଯୁକ୍ତ
ସମ୍ବଲପୁର: ରାଜ୍ୟପାଳ ତଥା କୁଳାଧୂପତି ৫. ହରି ବାବୁ କମ୍ଭମ୍ପାଟି । ଟି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ସିଟି ଅଫ୍ ଟେକ୍ନୋଲୋଜି, ବୁର୍ଲାର କୁଳପତିଭାବେ ବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତି କ୍ତି ପ୍ରଦାନ କରିଛନ୍ତି । ୫୯ ବର୍ଷୀୟ ପ୍ରଫେସ ପ୍ରଫେସର ସାହୁ ବର୍ତ୍ତମାନ କୋଚିନ୍ ୟୁନିଭରସିଟି ଅଫ୍ ସାଇନ୍ତି ଆଣ୍ଡ ଟେକ୍ନୋଲୋଜି ଇଂଜିନିୟରିଂରେ ପ୍ରଫେସର (ସିୟୁ ଏସ୍ଏଟି)ର ସ୍କୁଲ ଅଫ୍ ଇଂ ଭାବେ କାର୍ଯ୍ୟରତ ଅଛନ୍ତି। ନ୍ତି। ଓୟୁଟିଆର୍ରେ ବିଏସ୍ସି […] The post ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁ ନିଯୁକ୍ତ appeared first on Odisha.News.

ସମ୍ବଲପୁର: ରାଜ୍ୟପାଳ ତଥା କୁଳାଧୂପତି ৫. ହରି ବାବୁ କମ୍ଭମ୍ପାଟି । ଟି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ସିଟି ଅଫ୍ ଟେକ୍ନୋଲୋଜି, ବୁର୍ଲାର କୁଳପତିଭାବେ ବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତି କ୍ତି ପ୍ରଦାନ କରିଛନ୍ତି । ୫୯ ବର୍ଷୀୟ ପ୍ରଫେସ ପ୍ରଫେସର ସାହୁ ବର୍ତ୍ତମାନ କୋଚିନ୍ ୟୁନିଭରସିଟି ଅଫ୍ ସାଇନ୍ତି ଆଣ୍ଡ ଟେକ୍ନୋଲୋଜି ଇଂଜିନିୟରିଂରେ ପ୍ରଫେସର (ସିୟୁ ଏସ୍ଏଟି)ର ସ୍କୁଲ ଅଫ୍ ଇଂ ଭାବେ କାର୍ଯ୍ୟରତ ଅଛନ୍ତି। ନ୍ତି। ଓୟୁଟିଆର୍ରେ ବିଏସ୍ସି ଇଂଜିନିୟରିଂ (ସିଭିଲ୍) ପରେ ପ୍ରଫେସର ସାହୁ ସିୟୁଏସ୍ଏଟିରେ ଏମ୍.ଟେକ୍ କରିଥିଲେ ଏବଂ ଆଇଆଇଟି ରୁର୍କିରୁ ପିଏଚ୍ଡି ହାସଲ୍ କରିଥିଲେ। ଏହାପରେ ପ୍ରଫେସର ସାହୁ ମଧ୍ଯ ଏଲଏଲବି ଏ ମଧ୍ୟ କରିଛନ୍ତି ।
ପ୍ରଫେସର ସାହୁଙ୍କର ଶିକ୍ଷାଦାନ କ୍ଷେତ୍ରରେ ୨୪ବର୍ଷର ଅଭିଜ୍ଞତା ଥିବାବେଳେ ପ୍ରଫେସର ଭାବେ ୧୪ ବର୍ଷର ଅଭିଜ୍ଞତା ରହିଛି। ଅଧ୍ଯକ୍ଷ, ବିଭାଗୀୟ ମୁଖ୍ୟ, ବୋର୍ଡ଼ ଅଫ୍ ଷ୍ଟଡିଜର ଅଧ୍ଯକ୍ଷ, ଡିନ୍ ଅଫ ଫାକଲ୍ଟି, ଏକାଡ଼େମିକ କାଉନ୍ସିଲର ସଦସ୍ୟ ଏବଂ ସିନେଟ୍ର ସଦସ୍ୟ ଭାବରେ ପ୍ରଫେସର ସାହୁଙ୍କର ପ୍ରଶାସନିକ ଅଭିଜ୍ଞତା ରହିଛି। ପାଠ୍ୟଗତ ସଫଳତା ମଧ୍ୟରେ ଗୋଟି ଗୋଟିଏ ପୁସ୍ତକରେ ପ୍ରକାଶନ, ଗୋଟିଏ ପୁସ୍ତକର ସଂପାଦନା ଦନା ମୁଖ୍ଯ ଏବଂ ଛଅଟି ସନ୍ଦର୍ଭର ର୍ଭର ସମୀକ୍ଷା କରିଛନ୍ତି ଏବଂ ୩୫ଟି ଜର୍ଣାଲ ଓ ପୁସ୍ତକରେ ସନ୍ଦର୍ଭ ଦର୍ଭ ପ୍ରକାଶନ ପାଇଁ ପ୍ରଫେ ସାହୁଙ୍କର ଅବଦାନ ରହିଛି। ଏତଦ୍ବ୍ୟତୀତ ପ୍ରଫେସର ସାହୁଙ୍କ ଅଧୀନରେ ୬ଜଣ ଗବେଷକ ସଫଳତାର ସହ ପିଏଚ୍ଡି ଡ଼ିଗ୍ରୀ ହାସଲ କରିଛନ୍ତି।
The post ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁ ନିଯୁକ୍ତ appeared first on Odisha.News.